Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କଂଗ୍ରେସ ଭାରତ ଯୋଡ଼ ନ୍ୟାୟ ଯାତ୍ରା କରି ନାଟକ କରୁଛି: ଧର୍ମେନ୍ଦ୍ର ପ୍ରଧାନ 

National

କଂଗ୍ରେସ ଭାରତ ଯୋଡ଼ ନ୍ୟାୟ ଯାତ୍ରା କରି ନାଟକ କରୁଛି: ଧର୍ମେନ୍ଦ୍ର ପ୍ରଧାନ 

Manini Pattanayak
Browse all articles by Manini Pattanayak
·2 years ago
କଂଗ୍ରେସ ଭାରତ ଯୋଡ଼ ନ୍ୟାୟ ଯାତ୍ରା କରି ନାଟକ କରୁଛି: ଧର୍ମେନ୍ଦ୍ର ପ୍ରଧାନ 

ଭୁବନେଶ୍ୱର/ନୂଆଦିଲ୍ଲୀ : ଆଜିଠୁ କଂଗ୍ରେସ କରୁଛି ଭାରତ ଯୋଡ଼ ନ୍ୟାୟ ଯାତ୍ରା । ତେବେ ଏ ଯାତ୍ରାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ଟୁକଡେ ଟୁକଡେ ଗ୍ୟାଙ୍ଗ ଦେଶକୁ ଯୋଡ଼ିବାର  ନାଟକ କରୁଛି । ଦେଶ ଆଜି ରାମମୟ ହୋଇଛି । ଭାରତରେ ରାମଙ୍କ ବିଚାରଧାରା ଚାଲିଛି ।

ଦେଶରେ ଏକ ନୂଆ ଜାଗରଣ ସୃଷ୍ଟି ହୋଇଛି । କିଛି ଲୋକ ଏ ପ୍ରଗତିକୁ ସହିପାରୁନାହାନ୍ତି । ଯାହାକୁ ନେଇ ନକାରାତ୍ମକ ରାଜନୀତି କରୁଛନ୍ତି । ଦେଶବାସୀ ୨ଟି ନିର୍ବାଚନରେ ଏହାର ଉତ୍ତର ଦେଇସାରିଛନ୍ତି । ଆଗାମୀ ନିର୍ବାଚନରେ ବି ଏହାର ଉତ୍ତର ଦେବେ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଅଧିକ ପଢନ୍ତୁ  ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Congress is playing drama by bharat jodo nyaya yatra: Dharmendra Pradhan | Argus News