Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମୋଦିଙ୍କ ଟାର୍ଗେଟରେ କଂଗ୍ରେସ,ଜେଏମଏମ,ଝାଡଖଣ୍ଡ ବିକାଶଏମାନେ ବାଧକ 

National

ମୋଦିଙ୍କ ଟାର୍ଗେଟରେ କଂଗ୍ରେସ,ଜେଏମଏମ,ଝାଡଖଣ୍ଡ ବିକାଶଏମାନେ ବାଧକ 

Sangram Tripathy
Browse all articles by Sangram Tripathy
·1 year ago
ମୋଦିଙ୍କ ଟାର୍ଗେଟରେ କଂଗ୍ରେସ,ଜେଏମଏମ,ଝାଡଖଣ୍ଡ ବିକାଶଏମାନେ ବାଧକ 

ଅର୍ଗସ ବ୍ୟୁରୋ: ଝାଡଖଣ୍ଡର ବିକାଶରେ ବାଧକ ସାଜିଛନ୍ତି ଜେଏମଏମ, ଆରଜେଡି ଓ କଂଗ୍ରେସ,ସେମାନେ ରାଜ୍ୟର ସ୍ବାର୍ଥ ବଦଳରେ ସେମାନଙ୍କର ବ୍ୟକ୍ତିଗତ ସ୍ବାର୍ଥକୁ ଅଧିକ ଗୁରୁତ୍ବ ଦେଉଛନ୍ତି । ବର୍ତ୍ତମାନ ଜେଏମଏମ୍ କଂଗ୍ରେସ ଅକ୍ତିଆରେ ଅଛି ଦୁଇ ଦଳ ଏକାଠି ମିଶି ଗୋଟିଏ ପରେ ଗୋଟିଏ ଦୁର୍ନୀତିରେ ସାମିଲ ହେଉଛନ୍ତି ବୋଲି ଜେଏମଏମ୍ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Congress, JMM, Jharkhand Vikas are obstacles in Modi's target | Argus News