Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପ୍ରାଣ ପ୍ରତିଷ୍ଠାକୁ ଆଉ 5 ଦିନ ବାକି  

National

ପ୍ରାଣ ପ୍ରତିଷ୍ଠାକୁ ଆଉ 5 ଦିନ ବାକି  

Manini Pattanayak
Browse all articles by Manini Pattanayak
·2 years ago
ପ୍ରାଣ ପ୍ରତିଷ୍ଠାକୁ ଆଉ 5 ଦିନ ବାକି  

ନୂଆଦିଲ୍ଲୀ: ଅଯୋଧ୍ୟାରେ ନୂଆ ଯୁଗର ଅୟମାରମ୍ଭ । ପ୍ରାଣ ପ୍ରତିଷ୍ଠାକୁ ଆଉ 5 ଦିନ ବାକି ଥିବାବେଳେ ବିଧି ବିଧାନର ଆଜି ଦ୍ବିତୀୟ ଦିନ । ଆଜି ମନ୍ଦିର ପରିକ୍ରମା କରିବେ ରାମଲାଲା। ଜନ୍ମଭୂମି ପରିସର ମଧ୍ୟରେ ରାମଲାଲାଙ୍କ ପ୍ରତିମା ଭ୍ରମଣ କରାଯିବ ।

ସର୍ବପ୍ରଥମେ ସୁବାସିନୀ ପୂଜା କରାଯିବ । ଏହା ପରେ କଳସ ଯାତ୍ରା ବାହାରକୁ ନିଆଯିବ ।  ପରେ ପ୍ରସାଦ କମ୍ପ୍ଲେକ୍ସରେ ଭଗବାନ ଶ୍ରୀ ରାମଲାଲାଙ୍କ ପ୍ରତିମା ପରିଭ୍ରମଣ ହେବ । ଏପଟେ ରାମନଗରୀ ଅଯୋଧ୍ୟାକୁ ଦେଶର କୋଣ ଅନୁକୋଣରୁ ଉପହାର ନେଇ ଆସୁଛନ୍ତି ଶ୍ରଦ୍ଧାଳୁ ।  ପୂରୁଷୋତ୍ତମଙ୍କ ସ୍ବାଗତ ପାଇଁ ସଜେଇ ହୋଇଛି ଅଯୋଧ୍ୟା । ଚାରିଆଡ଼େ ଆଧ୍ୟାତ୍ମିକ ପରିବେଶ ସାଙ୍ଗକୁ ଭକ୍ତଙ୍କ ମନରେ ରହିଛି ଗଭୀର ଉତ୍କଣ୍ଠା।  

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Consecration rituals begin at Ram temple in Ayodhya | Argus News