ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ କନେଷ୍ଟବଳ ଗିରଫ, ଚାକିରୀରୁ ନିଲମ୍ବିତ
·1 year ago

Key Points
କନେଷ୍ଟବଳ ଗିରଫ, ଚାକିରିରୁ ନିଲମ୍ବିତ
ସମ୍ବଲପୁର ବରେଇପାଲି ଥାନାର କନେଷ୍ଟବଳ ବିରଞ୍ଚି ମୁଣ୍ଡା ଗିରଫ
ସମ୍ପର୍କୀୟଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ କନେଷ୍ଟବଳ ଗିରଫ, ଚାକିରୀରୁ ନିଲମ୍ବିତ
ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ କନେଷ୍ଟବଳ ଗିରଫ, ଚାକିରୀରୁ ନିଲମ୍ବିତ । ସମ୍ପର୍କୀୟଙ୍କୁ ଦୁଷ୍କର୍ମ ଉଦ୍ୟମ କରି ସମ୍ବଲପୁର ବରେଇପାଲି ଥାନାର କନେଷ୍ଟବଳ ବୀରଞ୍ଚି ମୁଣ୍ଡା ଗିରଫ ହୋଇଛନ୍ତି । ୩ ଦିନ ପୂର୍ବରୁ ନିଜ ସମ୍ପର୍କୀୟଙ୍କୁ ବିରଞ୍ଚି ନିଛାଟିଆ ସ୍ଥାନକୁ ଡାକି ଦୁଷ୍କର୍ମ ଉଦ୍ୟମ କରିଥିଲେ ।
ଯୁବତୀ ଜଣକ କୌଶଳ କ୍ରମେ ଖସି ଆସି ଘର ଲୋକଙ୍କୁ ସବୁ କଥା ଜଣାଇଥିଲେ । ଏନେଇ ବରେଇପାଲି ଥାନାରେ ଏତଲା ହୋଇଥିଲା । ପୋଲିସ କନେଷ୍ଟବଳକୁ ଗିରଫ କରି କୋର୍ଟ ଚାଲାଣା କରିଛି । ସେପଟେ ବିରଞ୍ଚିକୁ ଚାକିରୀରୁ ନିଲମ୍ବିତ କରାଯାଇଥିବା କହିଛନ୍ତି ସମ୍ବଲପୁର ଏସପି ମୁକେଶ ଭାମୁ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: