Videos
|
National

ସୁପ୍ରିମକୋର୍ଟରେ ଓ୍ବାକଫ୍ ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଂଜ

Rashmita Mishra
Browse all articles by Rashmita Mishra
·1 year ago·1 min read
ସୁପ୍ରିମକୋର୍ଟରେ ଓ୍ବାକଫ୍ ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଂଜ

ଓ୍ବାକଫ୍ ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଦ୍ବିତୀୟ ଦିନରେ ସୁପ୍ରିମକୋର୍ଟରେ ଶୁଣାଣି। ଜବାବ ଦାଖଲ ପାଇଁ କେନ୍ଦ୍ରକୁ ସାତ ଦିନ ସମୟ। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଯଥାସ୍ଥିତି ବଜାୟ ରଖିବାକୁ ନିର୍ଦ୍ଦେଶ। ୱାକଫ୍ ସମ୍ପତ୍ତିର ସ୍ଥିତିରେ କୌଣସି ପରିବର୍ତ୍ତନ କରାଯାଇପାରିବ ନାହିଁ। ଏହି ସମୟ ମଧ୍ୟରେ ଦିଆଯାଇପାରିବନି କୌଣସି ନୂଆ ନିଯୁକ୍ତି। ମେ ୫ ରେ ପରବର୍ତ୍ତୀ ଶୁଣାଣି ।

ସୁପ୍ରିମ କୋର୍ଟରେ ଓ୍ବାକଫ୍ ଆଇନର ସାମ୍ଭିଧାନିକ ବୈଧତାକୁ ଚ୍ୟାଲେଂଜ କରି ହୋଇଥିବା ଆବେଦନର ଶୁଶାଣି । ଜବାବ ଦାଖଲ ପାଇଁ କେନ୍ଦ୍ରକୁ ସାତ ଦିନ ସମୟ ଦିଆଯାଇଛି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଯଥାସ୍ଥିତି ବଜାୟ ରଖବାକୁ ନିର୍ଦ୍ଦେଶ । ୱାକଫ୍ ସମ୍ପତ୍ତିର ସ୍ଥିତିରେ କୌଣସି ପରିବର୍ତ୍ତନ କରାଯାଇପାରିବ ନାହିଁ।

ଏହି ସମୟ ମଧ୍ୟରେ ଓ୍ବାକଫ୍ ବୋର୍ଡରେ କୌଣସି ନୂଆ ନିଯୁକ୍ତି ଦିଆଯାଇପାରିବ ନାହିଁ । ଆଜି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସଂଜୀବ ଖାନ୍ନାଙ୍କ ଖଣ୍ଡପୀଠରେ ଦଲିଲ ଉପସ୍ଥାପନ କରିଥିଲେ ସଲିସିଟର ଜେନେରାଲ ତୁଷାର ମେହେଟା । ନୂଆ ୱାକଫ୍ ଆଇନର ବୈଧତାକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ୭୩ଟି ମାମଲା ଦାୟର ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
constitutional-validity-of-waqf-act-challenged-in-supreme-court | Argus News