Spitting on Roti / ଜୁସ୍ରେ ପରିସ୍ରା ଓ ଛେପ ପକାଇ ରୁଟି କରୁଥିଲା ରୋଷେୟା: ଧରିଲା ପୋଲିସ, ଆଉ ତାପରେ...
·8 months ago·2 min read

Key Points
ଅଜବ ମଣିଷ ରୁଟି କରୁଛି ଛେପ ପକାଇ
ଭିଡିଓ ଭାଇରାଲ ପରେ ନେଲା ନାମ
ଭିଡିଓ ଭାଇରାଲ ପରେ ନେଲା ନାମ
ଅନ୍ୟାନ୍ୟ ସାମଗ୍ରୀ ଭଳି ରୁଟି ତିଆରି କରିବା ଏବଂ ଅନ୍ୟମାନଙ୍କୁ ଖାଇବାକୁ ଦେବା ଏକ ବଡ଼ କଥା ହୋଇଥାଏ। ସମସ୍ତେ ଚାହାନ୍ତି ଆମେ ଯଦି ବାହାରକୁ ଯାଉଛୁ ଏବଂ କୌଣସି ଢ଼ାବା ହେଉ ଅବା ରେଣ୍ଟୁରାଣ୍ଟ ହେଉ ସେଠାକୁ ଗଲେ ଭଲ ଖାଇବା ମିଳୁଥାଉ। କିନ୍ତୁ ଯଦି ସେଠାରେ ଆପଣଙ୍କୁ ରୋଷେୟା କିଛି ଘୃଣ୍ୟ କାମ କରି ଖାଇବାକୁ ଦେଉଛନ୍ତି ତେବେ ଜାଣି ରଖନ୍ତୁ ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ହେଲେ ଯଦି ଆପଣଙ୍କୁ ସୁସ୍ବାଦୁ ଖାଦ୍ୟ ବଦଳରେ ଛେପ ଲଗା ରୁଟି ମିଳେ, ତେବେ ଆପଣ କ’ଣ କରିବେ? କିଭଳି ପ୍ରତିକ୍ରିୟା ଦେବେ? ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଗାଜିଆବାଦରେ । ଏକ ରାଷ୍ଟୁରାଣଶ୍ଟ କାର୍ଯ୍ୟ କରୁଥିବା ରୋଷେୟା ଛେପ ପକାଇ ରୁଟି ସେକୁଥିଲେ।
ଭାଇରାଲ ହେଉଛି ଏହି ଘୃଣ୍ୟ କାମର ଭିଡିଓ। ଭିଡିଓ ଭାଇରାଲ ପରେ ଖାଦ୍ୟ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ। ନିଜ ଜୀବନର ସ୍ମରଣୀୟ ଦିନକୁ ପାଳନ କରିବା ପାଇଁ ଲୋକେ ବାହାରକୁ ଯାଇଥାନ୍ତି। କିଏ ବୁଲିବାକୁ ତ କିଏ ଖାଇବାକୁ ବାହାରକୁ ଯାଇଥାଏ। ଉତ୍ତରପ୍ରଦେଶର ଗାଜିଆବାଦରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ରୋଷେୟା ଛେପ ଲଗାଇ ରୁଟି ସେକୁ ଥିବା ଦେଖିବାକୁ ମିଳିଛି। ଏଭଳି ମନକୁ ବିଚଳିତ କରିବା ଭଳି ଭିଡିଓ ଭାଇରାଲ ହେବା ପରେ ଖାଦ୍ୟ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ପୋଲିସ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସେହି ରୋଷେୟାକୁ ଗିରଫ କରିଥିବା ଜଣାପଡ଼ିଛି।
ଘଟଣାଟି ଘଟିଥିଲା ଗାଜିଆବାଦରେ ଥିବା ଚିକେନ୍ ପଏଣ୍ଟ ନାମକ ଏକ ଦୋକାନରେ। ଏଠାରେ କାମ କରୁଥିବା ରୋଷେୟା ରୁଟି ଉପରେ ଛେପ ପକାଇବା ପରେ ତାକୁ ସେକୁଥିବା ଦେଖାଯାଇଥିଲା। ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଏହି ଘୃଣ୍ୟ କାର୍ଯ୍ୟକୁ ରେକର୍ଡ କରି ସୋସିଆଲ ମିଡିଆରେ ଅପଲୋଡ୍ କରିବା ପରେ ଏହା ଭାଇରାଲ ହୋଇଥିଲା। ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି। ଅଭିଯୁକ୍ତଜଣକ ହେଲେ ଜାଭେଦ ଅନସାରୀ।ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଥିବାରୁ ଖାଦ୍ୟ ସୁରକ୍ଷାକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି। ସ୍ଥାନୀୟ ନାଗରିକମାନେ ପ୍ରଶାସନକୁ ଯାଞ୍ଚ କଡ଼ାକଡ଼ି କରିବା, ସ୍ୱଚ୍ଛତା ନିୟମ ଲାଗୁ କରିବା ଏବଂ ରାସ୍ତାପାର୍ଶ୍ୱରେ ଥିବା ଖାଦ୍ୟପେୟ ଏବଂ ରେଷ୍ଟୁରାଣ୍ଟଗୁଡ଼ିକର ନିୟମିତ ଯାଞ୍ଚ କରିବାକୁ ଅନୁରୋଧ କରିଛନ୍ତି। ଏହାସହ ଏଭଳି କାମକୁ ରୋକିବା ପାଇଁ ଅନେକ କଠୋର ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି।
ଏଥିସହ ପଢ଼ନ୍ତୁ: 'ପ୍ରେଗନେଣ୍ଟ ଜବ୍ ସର୍ଭିସ'ର ଯୋଜନା, ଗର୍ଭବତୀ କଲେ ମିଳିବ ଲକ୍ଷ ଲକ୍ଷ ଟଙ୍କା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଏଭଳି ଘଟଣା ନୂଆ ତଥା ପ୍ରଥମ ଘଟଣା ନୁହେଁ। ଗାଜିଆବାଦରେ ପୂର୍ବରୁ ଏଭଳି ଘଟଣା ଘଟିସାରିଛି। ଫଳ ରସରେ ପରିସ୍ରା ମିଶାଇ ଲୋକଙ୍କୁ ଦିଆଯାଉଥିବା ଘଟଣା କିଛି ଦିନ ତଳେ ସାମ୍ନାକୁ ଆସିଥିଲା। ଏହି ଘଟଣାକୁ ନେଇ ପୋଲିସ ଦୋକାନର ମାଲିକ ଆମୀର ଖାନ୍ ଓ ତାଙ୍କ ହେଲପରଙ୍କୁ ଗିରଫ କରିଥିଲା। ଏଭଳି କାହିଁକି କରନ୍ତି ଏହା କରିବା ଦ୍ୱାରା ସେମାନଙ୍କୁ କି ଲାଭ ମିଳୁଛି ବୋଲି ପ୍ରଶ୍ନ ଉଠୁଥିବାବେଳେ ଆଗକୁ କିପରି ଏଭଳି ଘଟଣା ସାମ୍ନାକୁ ନଆସିବ ନେସେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅଧିକ ପଢ଼ନ୍ତୁ ଦେଶ ଖବର: