Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମହଙ୍ଗା ହେଲା ରୋଷେଇ ଗ୍ୟାସ୍, ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍ ୫୦ ଟଙ୍କା ବୃଦ୍ଧି

Ritu Das
Browse all articles by Ritu Das
·1 year ago
ମହଙ୍ଗା ହେଲା ରୋଷେଇ ଗ୍ୟାସ୍, ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍ ୫୦ ଟଙ୍କା ବୃଦ୍ଧି

ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍ ୫୦ ଟଙ୍କା ବଢ଼ିଲା । ଏଣିକି ସିଲିଣ୍ଡର ୮୦୩ ଟଙ୍କା ବଦଳରେ ୮୫୩ ଟଙ୍କାରେ ମିଳିବ। ଉଜ୍ୱଳା ଯୋଜନା ଉପଭୋଗ କରୁଥିବା ଲୋକଙ୍କୁ ଏବଂ ଉଜ୍ୱଳା ଯୋଜନା ସେବା ପାଉ ନ ଥିବା ଉଭୟ ବର୍ଗଙ୍କୁ ୫୦ ଟଙ୍କା ବୃଦ୍ଧିରେ ଏଲପିଜି ସିଲିଣ୍ଡର କିଣିବାକୁ ପଡ଼ିବ ।


ଉଜ୍ୱଳା ଉପୋଭୋକ୍ତା ୫୦୦ ଟଙ୍କାରେ ସିଲିଣ୍ଡର କିଣୁଥିବା ବେଳେ ସେମାନଙ୍କୁ ଏବେ ୫୫୦ ଟଙ୍କା ଦେବାକୁ ପଡ଼ିବ। ୨-୩ ସପ୍ତାହ କିମ୍ବା ୧ ମାସ ଭିତରେ ପୁଣି ଏଲପିଜି ଗ୍ୟାସ ଦରକୁ ନେଇ ରିଭ୍ୟୁ କରାଯିବ ବୋଲି ସୂଚନା ଦେଇଛନ୍ତି ୟୁନିୟନ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
cooking-gas-becomes-more-expensive-lpg-gas-cylinder-price-increased-by-rs-50 | Argus News