|
logo
Live

Argus News - ପୁଣି କରୋନା ଭୟ, ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ

National

ପୁଣି କରୋନା ଭୟ, ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ

Smruti Parija
Browse all articles by Smruti Parija
·2 years ago
ପୁଣି କରୋନା ଭୟ, ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ

ଅର୍ଗସ ବ୍ୟୁରୋ:  ପୁଣି କରୋନା ଭୟ । କେନ୍ଦ୍ର ସରକାର ଜାରି କଲେ ସତର୍କ ସୂଚନା । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଚିଠି ଲେଖିଛନ୍ତି । କେରଳରେ ପୁଣି କୋଭିଡ୍ ସଂକ୍ରମଣ ବଢୁଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । 

କଡ ଲେଉଟିଲା କରୋନା, ଚାଲିଗଲା ୫ଜଣଙ୍କ ଜୀବନ

ନୂଆବର୍ଷରେ ସଂକ୍ରମଣ ବୃଦ୍ଧି ଆଶଙ୍କା ଥିବାରୁ ସତର୍କ କରାଯାଇଛି । ଜିଲ୍ଲାସ୍ତରରେ`ସାରି' ଓ `ଇଲି' ଲକ୍ଷଣ ପ୍ରତି ଦୃଷ୍ଟି ରଖିବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଲାସ୍ତରରେ ବ୍ୟାପକ ଟେଷ୍ଟିଂ ବ୍ୟବସ୍ଥା କରିବା, RT-PCR  ଟେଷ୍ଟିଂ ସହ ଜେନମ ସିକ୍ୟୁଏନ୍ସିଂ କରାଇବାକୁ କହିଛନ୍ତି କେନ୍ଦ୍ର ସରକାର ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପୁଣି କରୋନା ଭୟ, ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ | Argus News