Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାଷ୍ଟ୍ରପତି ଭବନରେ ଭିଭିଆଇପିଙ୍କ ଭିଡ

National

ରାଷ୍ଟ୍ରପତି ଭବନରେ ଭିଭିଆଇପିଙ୍କ ଭିଡ

Smruti Parija
Browse all articles by Smruti Parija
·1 year ago·1 min read
ରାଷ୍ଟ୍ରପତି ଭବନରେ ଭିଭିଆଇପିଙ୍କ ଭିଡ

ଅର୍ଗସ ବ୍ୟୁରୋ: ଲଗାତାର ତୃତୀୟ ଥର ପାଇଁ ହେବେ ଭାରତର ପ୍ରଧାନମନ୍ତ୍ରୀ । ଆଜି ସଂଧ୍ୟା 7 ଟା 15ରେ ଶପଥ ଗ୍ରହଣ ଉତ୍ସବ । ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ୭ ହଜାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ତେବେ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ ରାଷ୍ଟ୍ରପତି ଭବନରେ ଭିଭିଆଇପିଙ୍କ ଭିଡ ଜମିଲାଣି । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶିଳ୍ପପତି ମୁକେଶ ଅମ୍ବାନୀ, ଗୌତମ ଆଦାନୀ ଉପସ୍ଥିତ ଅଛନ୍ତି । ସିନେ ଷ୍ଟାର ରଜନୀକାନ୍ତ, ଶାହରୁଖ ଖାନ୍‌, ଅକ୍ଷୟ କୁମାର ଉପସ୍ଥିତ ଅଛନ୍ତି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ପହଞ୍ଚିଲେ । ସେହିପରି ବାଂଲାଦେଶ ପ୍ରଧାନମନ୍ତ୍ରୀ ସେକ୍‌ ହାସିନା ପହଞ୍ଚିଛନ୍ତି । ମରିସସ୍‌ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନଥ୍‌ ଉପସ୍ଥିତ ଅଛନ୍ତି । ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ମଧ୍ୟ ଉପସ୍ଥିତ ଅଛନ୍ତି ।

 

Sponsored
ctor Akshay Kumar, Navneet Kumar Sehgal, Chairman of Prasar Bharati and BJP MP-elect Dharmendra Pradhan at Rashtrapati Bhavan in Delhi | Argus News