Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଟେଷ୍ଟ ପରେ ଦିନିକିଆରୁ ଅବସର  

National

ଟେଷ୍ଟ ପରେ ଦିନିକିଆରୁ ଅବସର  

Manini Pattanayak
Browse all articles by Manini Pattanayak
·2 years ago
ଟେଷ୍ଟ ପରେ ଦିନିକିଆରୁ ଅବସର  

ନୂଆଦିଲ୍ଲୀ: ଦିନିକିଆରୁ ଓ୍ୱାର୍ଣ୍ଣରଙ୍କ ଅବସର। ନୂଆବର୍ଷ ଅବସରରେ  ଘୋଷଣା କଲେ  ଅଷ୍ଟ୍ରେଲୀଅ କ୍ରିକେଟର । ୩୭ ବର୍ଷୀୟ  ଓ୍ୱାର୍ଣ୍ଣର  ୧୬୧ ଟି ଦିନିକିଆ  ମ୍ୟାଚ ଖେଳିଛନ୍ତି।   ୧୬୧ଟି   ଦିନିକିଆ ରେ  ୨୨ ଶତକ  ସହ ୬୯୩୨ ରନ୍‌  କରିଛନ୍ତି ଓ୍ୱାର୍ଣ୍ଣର।  ତେବେ ୨୦୨୫ ଚାମ୍ପିଅନ୍ସ  ଟ୍ରଫି  ପାଇଁ ଉପଲବ୍ଧ ଥିବା କହିଛନ୍ତି ଏହି ଖେଳାଳି।  

ଯଦି ଦଳ ମୋ ଆବଶ୍ୟକତା  ଅନୁଭବ  କରେ ମୁଁ ଉପଲବ୍ଧ ଅଛି ବୋଲି କହିଛନ୍ତି। ପୂର୍ବରୁ ଟେଷ୍ଟ  କ୍ରିକେଟରୁ ଅବସର ଘୋଷଣା କରି ସାରିଛନ୍ତି ଓ୍ୱାର୍ଣ୍ଣର ।ବୁଧବାର ଠୁ ହେବାକୁ ଥିବା ପାକିସ୍ତାନ  ବିପକ୍ଷ ଟେଷ୍ଟ ଓ୍ୱାର୍ଣ୍ଣରଙ୍କ ଶେଷ ଟେଷ୍ଟ । 
 

ଅଧିକ ପଢନ୍ତୁ କ୍ରୀଡା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
David Warner retires from one-day cricket ahead of Test farewell | Argus News