Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜମ୍ମୁ-କଶ୍ମୀରର ସୀମାନ୍ତ ଉରୀରେ ଯବାନ ପାଳିଲେ ଦୀପାବଳି

Rashmita Mishra
Browse all articles by Rashmita Mishra
·1 year ago
ଜମ୍ମୁ-କଶ୍ମୀରର ସୀମାନ୍ତ ଉରୀରେ ଯବାନ ପାଳିଲେ ଦୀପାବଳି

ଅର୍ଗସ ବ୍ୟୁରୋ: ଜମ୍ମୁ-କଶ୍ମୀରର ସୀମାନ୍ତ ଉରୀରେ ଯବାନ ପାଳିଲେ ଦୀପାବଳି । ବାରମୁଲାର ସ୍ଥାନୀୟ ଲୋକଙ୍କ ସହ ଦୀପ ଜଳାଇଲେ ଓ ବାଣ ଫୁଟାଇଲେ । ସାରା ଦେଶକୁ ଦେଲେ ଏକତା ଓ  ଆନନ୍ଦର ବାର୍ତ୍ତା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Daylight saving ceremony in Uri bordering Jammu and Kashmir | Argus News