Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମହିଳା ପ୍ରିମିୟର ଲିଗ୍ ଟାଇଟଲ୍ ଜିତିଲା RCB

Manini Pattanayak
Browse all articles by Manini Pattanayak
·2 years ago
ମହିଳା ପ୍ରିମିୟର ଲିଗ୍ ଟାଇଟଲ୍ ଜିତିଲା RCB

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ବାଙ୍ଗାଲୋର ରାଜ୍ । ମହିଳା ପ୍ରିମିୟର ଲିଗ୍ ଟାଇଟଲ୍ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଦ୍ବିତୀୟ ସ୍କଂସ୍କରଣର ଫାଇନାଲରେ ଆରସିବିର ରୋମାଞ୍ଚକର ବିଜୟ । ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ୱିକେଟରେ ହରାଇ ପ୍ରଥମ ଥର ପାଇଁ WPL ଚାମ୍ପିଅନ ହୋଇଛି ଆରସିବି ।

ତେବେ ଟାଇଟଲ୍ ଜିତି ଇତିହାସ ରଚିଛି RCB। ମହିଳା ପ୍ରିମିୟର ଲିଗର 2ୟ ଟାଇଟଲ ନିଜ ନାଁରେ କରିଛି ଦଳ। ଗ୍ଲାମର ଗାର୍ଲ ଏଲିସ ପେରିଙ୍କ ସାନଦାର ପ୍ରଦର୍ଶନ ଦଳକୁ ଦିଲ୍ଲୀ ବିପକ୍ଷରେ ବିଜୟ ହାସଲ କରାଇଛି। ସ୍ମୃତି ମାନ୍ଧାନାଙ୍କ ଅଧିନାୟକତ୍ବରେ RCB ଇତିହାସ ରଚିଛି। 
ଅଧିକ ପଢନ୍ତୁ କ୍ରୀଡା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
DC vs RCB WPL Highlights, WPL Final 2024: RCB thrash Delhi Capitals by 8 wickets to lift maiden title | Argus News