Videos
|
National

ଦିଲ୍ଲୀରେ ଘାତକ ସାଜୁଛି ବାୟୁ ପ୍ରଦୂଷଣ, ୬୯ ପ୍ରତିଶତରୁ  ଅଧିକ ପରିବାରରେ ଲୋକେ ପ୍ରଦୂଷଣ ଜନିତ ରୋଗରେ ପୀଡ଼ିତ

Sangram Tripathy
Browse all articles by Sangram Tripathy
·1 year ago
ଦିଲ୍ଲୀରେ ଘାତକ ସାଜୁଛି ବାୟୁ ପ୍ରଦୂଷଣ, ୬୯ ପ୍ରତିଶତରୁ  ଅଧିକ ପରିବାରରେ ଲୋକେ ପ୍ରଦୂଷଣ ଜନିତ ରୋଗରେ ପୀଡ଼ିତ

ଅର୍ଗସ ବ୍ୟୁରୋ:ବିଷ ବଳୟରେ ଦିଲ୍ଲୀ,ଘାତକ ସାଜୁଛି ବାୟୁ ପ୍ରଦୂଷଣ, ସର୍ବେକ୍ଷଣରୁ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ସକାଳ ୫ଟାରେ AQI ୫୦୦ କଲା ପାର୍‍,ଦୀପାବଳିର ୨ଦିନ ପରେ ଦିଲ୍ଲୀ ବାୟୁ ପ୍ରଦୂଷଣ ବିପଦଜ୍ଜନକ। ରାଜଧାନୀରେ ୬୯ପ୍ରତିଶତରୁ  ଅଧିକ ପରିବାରରେ ଲୋକେ ପ୍ରଦୂଷଣ ଜନିତ ରୋଗରେ ପୀଡ଼ିତ। ମନିଟରିଂ ହେଉଥିବା ୪୦ରୁ ଅଧିକାଂଶ ସ୍ଥାନରେ ୪ ଶହ ପାଖାପାଖି  AQI। ସ୍ମଗ ଗନ ଯୋଜନାକୁ ନେଇ ଦିଲ୍ଲୀ ସରକାରଙ୍କୁ ତୀବ୍ର ସମାଲୋଚନା କଲେ ବିଜେପି ନେତା ମନୋଜ ତିୱାରୀ। କହିଛନ୍ତି କେବଳ ନିର୍ବାଚନ ଆସିଲେ ଦିଲ୍ଲୀ ସରକାରଙ୍କ ସ୍ମଗ ଗନ କଥା ମନେପଡ଼େ,ଦିଲ୍ଲୀ ସରକାରଙ୍କ ଭୁଲ ନୀତି ଓ ପ୍ରଦୂଷଣ ନିୟନ୍ତ୍ରଣକୁ ନେଇ ଭୁଲ ନିଷ୍ପତ୍ତି ନେଇଥିବାରୁ ଏବେ ରାଜଧାନୀବାସୀଙ୍କ ଠିକଣା ହସପିଟାଲ ବେଡ ହେବାକୁ ଯାଉଛି ବୋଲି କହିଛନ୍ତି ମନୋଜ ତିୱାରୀ 

 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Deadly air pollution in Delhi, more than 69 percent of households suffer from pollution-related diseases | Argus News