Videos
|
National

ଦୀପାବଳୀକୁ ସ୍ବଚ୍ଛ ଏବଂ ନିରାପଦ ଭାବେ ପାଳନ କରିବାକୁ ପରାମର୍ଶ ଦେଲେ ରାଷ୍ଟ୍ରପତି

Manini Pattanayak
Browse all articles by Manini Pattanayak
·2 years ago
ଦୀପାବଳୀକୁ ସ୍ବଚ୍ଛ ଏବଂ ନିରାପଦ ଭାବେ ପାଳନ କରିବାକୁ ପରାମର୍ଶ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ:  ଆଲୋକର ପର୍ବ ଦୀପାବଳୀର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏକ୍ସ ପ୍ଲାଟଫର୍ମରେ ପୋଷ୍ଟ ଲେଖି ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା। ଦୀପାବଳୀକୁ ସ୍ବଚ୍ଛ ଏବଂ ନିରାପଦ ଭାବେ ପାଳନ କରିବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି।

 

ସେହିପରି ଦୀପାବଳୀର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୋସିଆଲ୍ ମିଡିଆ `X'ରେ ପୋଷ୍ଟ ଲେଖି ଦେଶବାସୀଙ୍କୁ ପିଏମ ମୋଦିଙ୍କ ଶୁଭେଚ୍ଛା । ସଭିଙ୍କ ସୁଖ, ସମୃଦ୍ଧି ଏବଂ ଉତ୍ତମ ସ୍ଵାସ୍ଥ୍ୟ କାମନା କରିଛନ୍ତି ମୋଦି ।   

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଭାରତ ଖବର