Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଯୁମନା ନଦୀରେ ଭାସୁଛି ବିଷାକ୍ତ ଫେଣ

Smruti Parija
Browse all articles by Smruti Parija
·1 year ago
ଯୁମନା ନଦୀରେ ଭାସୁଛି ବିଷାକ୍ତ ଫେଣ

ନୂଆଦିଲ୍ଲୀ: ବିଷ ବଳୟରେ ରାଜଧାନୀ ଦିଲ୍ଲୀ । ବାୟୁ ସହ ଜଳ ବି ହେଉଛି ପ୍ରଦୂଷିତ । ରାଜଧାନୀରେ ଅତ୍ୟନ୍ତ ଖରାପ ସ୍ଥିତିରେ ପ୍ରଦୂଷଣ । କିଛି ଦିନ ହେବ ଦିଲ୍ଲୀ କାଳନ୍ଦୀକୁଞ୍ଜ ନିକଟରେ ଯୁମନା ନଦୀରେ ଭାସୁଛି ବିଷାକ୍ତ ଫେଣ । ସ୍ଥିତି ଏମିତି ଯେ ପଶୁ ପକ୍ଷୀ ବି ତାକୁ ବ୍ୟବହାର କରିପାରିବେ ନାହିଁ । ସେହିପରି ବାୟୁର ପ୍ରଦୂଷଣ ବି ସାଙ୍ଘିତିକ ସ୍ଥିତିରେ । ସକାଳୁ ସକାଳୁ ଦିଲ୍ଲୀକୁ ଢାଙ୍କି ରଖିଛି ପ୍ରଦୂଷଣ । ବିଶେଷଜ୍ଞଙ୍କ କହିବା କଥା, ଏପରି ସ୍ଥିତି ହେଲେ ରୋଗ ବଢିବାର ଅନେକ ଆଶଙ୍କା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
delhi-air-pollution-is-on-peak | Argus News