|
logo
Live

Argus News - ରାଜଧାନୀ ଦିଲ୍ଲୀରେ ବାୟୁରମାନ ଅତ୍ୟନ୍ତ ଚିନ୍ତାଜନକ

National

ରାଜଧାନୀ ଦିଲ୍ଲୀରେ ବାୟୁରମାନ ଅତ୍ୟନ୍ତ ଚିନ୍ତାଜନକ

Banajyotshna Ray
Browse all articles by Banajyotshna Ray
·1 year ago
ରାଜଧାନୀ ଦିଲ୍ଲୀରେ ବାୟୁରମାନ ଅତ୍ୟନ୍ତ ଚିନ୍ତାଜନକ

ଅର୍ଗସ ବ୍ୟୁରୋ:  ବିଷ ବଳୟରେ ରାଜଧାନୀ ଦିଲ୍ଲୀ । ରାଜଧାନୀ ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ଚିନ୍ତାଜନକ । ରବିବାର ସକାଳୁ ଧୂଆଁର ଏକ ଘନ ଆସ୍ତରଣ ସହ ବାୟୁର ଗୁଣବତ୍ତା `ଅତ୍ୟନ୍ତ ଖରାପ' ସ୍ଥିତିରେ ରହିଛି । ସକାଳୁ AQI 355 ରେକର୍ଡ କରାଯାଇଛି । ଦିଲ୍ଲୀ ବାସୀଙ୍କ ଚିନ୍ତା ବଢାଇଛି ପ୍ରଦୂଷଣ । ବିଶେଷଜ୍ଞଙ୍କ ମତରେ, ପ୍ରଦୂଷଣର ମାତ୍ରା ଏତେ ଅଧିକ ରହିଲେ ଲୋକଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ବିଗିଡ଼ିବାରେ ଲାଗିଛି । ଲୋକଙ୍କ ନିଶ୍ବାସ, ପ୍ରଶ୍ବାସ ନେବାରେ ବାଧା ଉପୁଜେ । ସେହିପରି ବାୟୁ ସହ ଦିଲ୍ଲୀର ଜଳ ପ୍ରଦୂଷଣ ବି ସାଙ୍ଘାତିକ ସ୍ତରରେ ପହଞ୍ଚିଛି । ଯମୁନା ନଦୀରେ ଭାସୁଛି ବିଷାକ୍ତ ଫେଣ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ରାଜଧାନୀ ଦିଲ୍ଲୀରେ ବାୟୁରମାନ ଅତ୍ୟନ୍ତ ଚିନ୍ତାଜନକ | Argus News