Videos
|
National

ସାଂଘାତିକ ଦିଲ୍ଲୀ ବାୟୁ ପ୍ରଦୂଷଣ

Banajyotshna Ray
Browse all articles by Banajyotshna Ray
·2 years ago
ସାଂଘାତିକ ଦିଲ୍ଲୀ ବାୟୁ ପ୍ରଦୂଷଣ

ଅର୍ଗସ ବ୍ୟୁରୋ: ଶନିବାର ଦିଲ୍ଲୀର ଏକ୍ୟୁଆଇ ୪୪୭କୁ ବୃଦ୍ଧି ପାଇଛି। ଯାହା ଫଳରେ ସହରର ବାୟୁର ଗୁଣବତ୍ତା ସ୍ତର ୨୮ ଦିନର ଆଶ୍ୱସ୍ତି ପରେ ‘ସାଂଘାତିକ’ ହୋଇଛି। ଶେଷ ଥର ପାଇଁ ଦିଲ୍ଲୀରେ ନଭେମ୍ବର ୨୪ରେ ଏକ୍ୟୁଆଇ ୪୦୦ରୁ ୫୦୦ ମଧ୍ୟରେ ରେକର୍ଡ କରାଯାଇଥିଲା। ସହରରେ ବର୍ଷା ନ ହେଲେ ଆଗକୁ ଏକ୍ୟୁଆଇ ଆହୁରି ଭୟଙ୍କର ହୋଇପାରେ। ଖରାପ ପବନ ସାଙ୍ଗକୁ ଶନିବାର ସକାଳେ ସହରରେ କୁହୁଡ଼ି ପଡ଼ିବା ଫଳରେ ଦୃଶ୍ୟମାନତା ୨୦୦ ମିଟରକୁ ହ୍ରାସ ପାଇଛି। ଯାହା ଫଳରେ ଦିଲ୍ଲୀବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
delhi air pollution so bad right now | Argus News