|
logo
Live

Argus News - ଦିଲ୍ଲୀ ବିସ୍ଫୋରଣର ଦୃଶ୍ୟ: ଛାତି ଥରିଉଠିବ... ଲୋମ ଟାଙ୍କୁରି ଯିବ ଦେଖନ୍ତୁ

National

Explosion Near Red Fort / ଦିଲ୍ଲୀ ବିସ୍ଫୋରଣର ଦୃଶ୍ୟ: ଛାତି ଥରିଉଠିବ... ଲୋମ ଟାଙ୍କୁରି ଯିବ ଦେଖନ୍ତୁ

Rashmita Mishra
Browse all articles by Rashmita Mishra
·4 months ago
ଦିଲ୍ଲୀ ବିସ୍ଫୋରଣର ଦୃଶ୍ୟ: ଛାତି ଥରିଉଠିବ... ଲୋମ ଟାଙ୍କୁରି ଯିବ ଦେଖନ୍ତୁ

Key Points

ଲାଲକିଲ୍ଲା ମେଟ୍ରୋ ଷ୍ଟେସନ୍ ଗେଟ୍ ନମ୍ବର ୧ ବାହାରେ ହୋଇଥିବା ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ୧୫ରୁ ଅଧିକ ଆହତ 
ସୋମବାର ସନ୍ଧ୍ୟାରେ ଦିଲ୍ଲୀରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । 


ଲାଲକିଲ୍ଲା ନିକଟରେ ଘଟିଥୁବା ବିସ୍ଫୋରଣରେ ଜଳିଗଲା ୩ଟି କାର୍, ଏକାଧିକ ଗୁରୁତର ।


ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ଗେଟ୍ ନଂ-୧ ବାହାରେ କାର୍‌ ବିସ୍ଫୋରଣରେ ୮ ମୃତ ହୋଇଥିବା ନେଇ ଆଶଙ୍କା କରାଯାଇଛି ।


୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Explosion Near Red Fort: ଦିଲ୍ଲୀ ବିସ୍ଫୋରଣର ଦୃଶ୍ୟ: ଛାତି ଥରିଉଠିବ... ଲୋମ ଟାଙ୍କୁରି ଯିବ ଦେଖନ୍ତୁ | Argus News