Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଫେବୃଆରୀ 5ରେ ଦିଲ୍ଲୀ ନିର୍ବାଚନ

National

ଫେବୃଆରୀ 5ରେ ଦିଲ୍ଲୀ ନିର୍ବାଚନ

Rashmita Mishra
Browse all articles by Rashmita Mishra
·1 year ago
ଫେବୃଆରୀ 5ରେ ଦିଲ୍ଲୀ ନିର୍ବାଚନ

ଅର୍ଗସ ବ୍ୟୁରୋ: ଦିଲ୍ଲୀରେ ବିଜେପିର ଜୋରଦାର କ୍ୟାମ୍ପେନିଂ । ପ୍ରଚାର ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ 5 ରାଜ୍ୟର ମୁଖ୍ୟମନ୍ତ୍ରୀ । କାରତର ନଗରରେ ମୋଦିଙ୍କ ମେଗା କ୍ୟାମ୍ପେନିଂ । ବିଶାଳ ଜନସଭାକୁ ପିଏମଙ୍କ ସମ୍ବୋଧନ । କହିଲେ, ଦିଲ୍ଲୀରେ ବିଜେପି କ୍ଷମତାକୁ ଆସିଲେ ପୂରଣ ହେବ ସବୁ ପ୍ରତିଶ୍ରୁତି, ଏହା ମୋଦି ଗ୍ୟାରେଣ୍ଟି ।


ଫେବୃଆରୀ 5ରେ ଦିଲ୍ଲୀ ନିର୍ବାଚନ । ଏହା ପୂର୍ବରୁ ଦିଲ୍ଲୀରେ ବିଜେପିର ଜୋରଦାର କ୍ୟାମ୍ପେନିଂ । ପ୍ରଚାର ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ 5 ରାଜ୍ୟର ମୁଖ୍ୟମନ୍ତ୍ରୀ । କାରତର ନଗରରେ ମୋଦିଙ୍କ ମେଗା କ୍ୟାମ୍ପେନିଂ । ବିଶାଳ ଜନସଭାକୁ ପିଏମଙ୍କ ସମ୍ବୋଧନ । ମୋଦି କହିଛନ୍ତି, ଦିଲ୍ଲୀରେ ବିଜେପି କ୍ଷମତାକୁ ଆସିଲେ ପୂରଣ ହେବ ସବୁ ପ୍ରତିଶ୍ରୁତି, ଏହା ମୋଦି ଗ୍ୟାରେଣ୍ଟି । ତେବେ ଦିଲ୍ଲୀରେ ଫେବୃଆରୀ 5ରେ ପଡ଼ିବ ଭୋଟ । ଏବଂ 8ରେ ହେବ ଭୋଟ୍ ଗଣତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
delhi-elections-on-february-5 | Argus News