ଯାଞ୍ଚ, ପଚରାଉଚରାରୁ ବର୍ତ୍ତିପାରିବେନି ମୁଖ୍ୟମନ୍ତ୍ରୀ : ହାଇକୋର୍ଟ
·2 years ago

ନୂଆଦିଲ୍ଲୀ: କେଜ୍ରିଓ୍ୱାଲଙ୍କୁ ଦିଲ୍ଲୀ ହାଇକୋର୍ଟ ଝଟକା । କେଜ୍ରିଓ୍ୱାଲଙ୍କୁ ହାଇକୋର୍ଟରୁ ମିଳିଲାନି ଆଶ୍ୱସ୍ତି। ଦିଲ୍ଲୀ ହାଇକୋର୍ଟ କହିଲେ କେଜ୍ରିଓ୍ୱାଲଙ୍କ ଗିରଫଦାରୀ ଯଥାର୍ଥ। । ଏଠି କହିଦେଉଛି ଯେ, ଏକ୍ସାଇଜ୍ ପଲିସି ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟଙ୍କ ଦ୍ୱାରା ଗିରଫ ହୋଇଥିବା ଚ୍ୟାଲେଞ୍ଜେକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି।
ଇଡି ପର୍ଯ୍ୟାପ୍ତ ପରିମାଣର ସାମଗ୍ରୀ ଧାରଣ କରିଥିଲା ଯାହା ସେମାନଙ୍କୁ କେଜ୍ରିୱାଲଙ୍କୁ ଗିରଫ କରିବାରେ ସାହାଯ୍ୟ କରିଥିଲା । କେଜ୍ରିୱାଲ ତଦନ୍ତରେ ସହଯୋଗ ନ କରିବା , ଯାହା ଦ୍ୱାରା ବିଳମ୍ବ ହେବା ନ୍ୟାୟିକ ହେପାଜତ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: