|
logo
Live

Argus News - Delhi Politics: ର୍ନିବାଚନ ପୂର୍ବରୁ ବଡ ଟ୍ୱିଷ୍ଟ, କେଜିୱାଲକୁ ଚକ୍‌ମା ଦେଲେ ଆପ୍ ନେତା

National

Delhi Politics: ର୍ନିବାଚନ ପୂର୍ବରୁ ବଡ ଟ୍ୱିଷ୍ଟ, କେଜିୱାଲକୁ ଚକ୍‌ମା ଦେଲେ ଆପ୍ ନେତା

Rashmita Mishra
Browse all articles by Rashmita Mishra
·1 year ago·1 min read
Delhi Politics: ର୍ନିବାଚନ ପୂର୍ବରୁ ବଡ ଟ୍ୱିଷ୍ଟ, କେଜିୱାଲକୁ ଚକ୍‌ମା ଦେଲେ ଆପ୍ ନେତା

ଅର୍ଗସ ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆପକୁ ବଡ଼ ଝଟକା । ଗୋଟିଏ ଦିନରେ ଦଳ ଛାଡିଲେ ୭ ବିଧାୟକ । ତ୍ରିଲୋକପୁରୀ, ଜନକପୁରୀ, କସ୍ତୁରବା ନଗର, ପାଲମ, ମହରୌଲୀ, ଆଦର୍ଶନଗର ଏବଂ ବିଜବାସନର ଏମଏଲଏ ଦେଲେ ଇସ୍ତଫା । ନରେଶା ଯାଦବଙ୍କ ବଡ଼ ଅଭିଯୋଗ, ଦଳରେ ନାହାନ୍ତି କେହି ସଚ୍ଚୋଟ ବ୍ୟକ୍ତି ।


ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିକୁ ବଡ଼ ଝଟକା। ଗୋଟିଏ ଦିନର ଦଳର ୭ଜଣ ବିଧାୟକ ଦଳର ପ୍ରାଥମିକ ସଦସ୍ୟାତାରୁ ଇସ୍ତଫା ଦେଇଛନ୍ତି। ଏମାନଙ୍କ ମଧ୍ୟରେ ତ୍ରିଲୋକପୁରୀ ବିଧାୟକ ରୋହିତ ମହରୋଲିୟା, ଜନକପୁରୀ ବିଧାୟକ ରାଜେଶ ଋଷି, କସ୍ତୁରବା ନଗର ବିଧାୟକ ମଦନଲାଲ, ପାଲମ ବିଧାୟକ ଭାବନା ଗୌଡ, ମହରୌଲୀ ବିଧାୟକ ନରେଶ ଯାଦବ, ଆଦର୍ଶନଗର ଆସନରୁ ପବନ ଶର୍ମା ଏବଂ ବିଜବାସନ ଆସନରୁ ବିଧାୟକ ବିବିଏସ ଜୁନ ରହିଛନ୍ତି। ଆପରୁ ଇସ୍ତଫା ଦେଇଥିବା ବିଧାୟକମାନେ କହିଛନ୍ତି ଦଳ ନିଜ ବିଚାରଧାରାରୁ ଅଲଗା ଭାବେ କାମ କରୁଛି। ମହରୌଲୀ ବିଧାୟକ ନରେଶ ଯାଦବ ସୋସିଆଲ ମିଡିଆରେ ଲେଖିଛନ୍ତି, ସାଧୁତା ପାଇଁ ସେ ଆପରେ ଯୋଗ ଦେଇଥିଲେ। ହେଲେ ବର୍ତ୍ତମାନ ଏହି ଦଳରେ ଜଣେ ବି ସଚ୍ଚୋଟ ବ୍ୟକ୍ତି ନାହାନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



Sponsored
Delhi Politics: ର୍ନିବାଚନ ପୂର୍ବରୁ ବଡ ଟ୍ୱିଷ୍ଟ, କେଜିୱାଲକୁ ଚକ୍‌ମା ଦେଲେ ଆପ୍ ନେତା | Argus News