Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରାଜଧାନୀ ଦିଲ୍ଲୀରେ ଶୀତ ଲହରୀ ସହ ଘନ କୁହୁଡ଼ି ଜାରି

Ritu Das
Browse all articles by Ritu Das
·2 years ago
ରାଜଧାନୀ ଦିଲ୍ଲୀରେ ଶୀତ ଲହରୀ ସହ ଘନ କୁହୁଡ଼ି ଜାରି

ଅର୍ଗସ ବ୍ୟୁରୋ: ଦେଶର ରାଜଧାନୀ ନୂଆଦିଲ୍ଲୀରେ ସକାଳୁ ଦେଖାଦେଇଛି ପ୍ରବଳ କୁହୁଡି । ବିଭିନ୍ନ ସ୍ଥାନରେ ରାସ୍ତା ଦୃଶ୍ୟମାନ ହେଉନଥିବାରୁ ରାସ୍ତାରେ ଗାଡି ଚଳାଇବା କଷ୍ଟକର ହେଉଛି । ରେଳ ଚଳାଚଳ ବାଧାପ୍ରାପ୍ତ ହେଉଛି ଟ୍ରେନର ବେଗକୁ କମାଇ ଦିଆଯାଇଛି । କୁହୁଡି ପାଇଁ କିଛି ବିମାନ ବିଳମ୍ବରେ ଉଡାଣ ଭରିବ। 

ଆଇଏମଡିର ସୂଚନା ଅନୁସାରେ ଗୁରୁବାର ଆହୁରି ବଢ଼ିପାରେ କୁହୁଡି । ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି। ଉତ୍ତର ପ୍ରଦେଶ, ହରିୟାଣାରେ ବି ଘନ କୁହୁଡି ଦେଖାଦେଇଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dense fog continues | Argus News