Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Dharmendra Pradhan / ଓଡ଼ିଆ ମାଦଳା ପାଞ୍ଜିର ଇଂରାଜୀ-ହିନ୍ଦି ପୁସ୍ତକ ଉନ୍ମୋଚନ କଲେ ଧର୍ମେନ୍ଦ୍ର

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·1 min read
ଓଡ଼ିଆ ମାଦଳା ପାଞ୍ଜିର ଇଂରାଜୀ-ହିନ୍ଦି ପୁସ୍ତକ ଉନ୍ମୋଚନ କଲେ ଧର୍ମେନ୍ଦ୍ର
Dharmendra Pradhan

Key Points

୭ ଓଡ଼ିଆ ପୁସ୍ତକ ଏବଂ ଦୁଇଟି ଇଂରାଜୀ ଏବଂ ହିନ୍ଦି ଭଷାରେ ଅନବାଦିତ ଓଡ଼ିଆ ପୁସ୍ତକ ରହିଛି।

ନୂଆଦିଲ୍ଲୀ କୌଶଳ ଭବନରେ ଓଡ଼ିଆ ମାଦଳା ପାଞ୍ଜିର ଇଂରାଜୀ ଏବଂ ହିନ୍ଦି ଅନୁବାଦ ପୁସ୍ତକର ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଓଡ଼ିଶାର ୧୦ଟି ପୁସ୍ତକ ଉନ୍ମୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଏଥିରେ ୭ ଓଡ଼ିଆ ପୁସ୍ତକ ଏବଂ ଦୁଇଟି ଇଂରାଜୀ ଏବଂ ହିନ୍ଦି ଭଷାରେ ଅନବାଦିତ ଓଡ଼ିଆ ପୁସ୍ତକ ରହିଛି।

Image
ଭାରତୀୟ ସଂସ୍ଥା ମୌସୁର ଦ୍ୱାରା ପ୍ରକାଶିତ କନଡ, ଓଡ଼ିଆ, ତେଲଗୁ ଏବଂ ମାଲାୟାଲମ ଭାଷାର ୪୧ଟି ପୁସ୍ତକ ଏବଂ କେନ୍ଦ୍ରୀୟ ଶାସ୍ତ୍ରୀୟ ତାମିଲ ସଂସ୍ଥା ଦ୍ୱାରା ପ୍ରକାଶିତ ୧୪ଟି ପୁସ୍ତକର ଉନ୍ମୋଚନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭାଷା କେବେ ବିଭାଜନ ସୃଷ୍ଟି କରେନାହିଁ । ଭାଷା ଆମ ଭିତରେ ଏକତାର ପରିଚୟ ସୃଷ୍ଟି କରେ. ଗୋଟାଏ ଶବ୍ଦର ଅନେକ ଅର୍ଥ ରହିଛି ଉଚ୍ଚାରଣ ରେ ଏହାର ଅର୍ଥ ବଦଳି ଥାଏ, NEP ଭଷାକୁ ଗୁରୁତ୍ୱ ଦେଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

Image

Image
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Dharmendra Pradhan | Dharmendra launches English-Hindi book of Odia Madala Panji | Argus News