Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନଭେମ୍ବର ୧ରୁ୩୦ ମଧ୍ୟରେ ସାରା ଦେଶରେ ୮୦୦ ସହରରେ ଡିଜିଟାଲ ଲାଇଫ ସାର୍ଟିଫିକେଟ କ୍ୟାମ୍ପେନ  

National

ନଭେମ୍ବର ୧ରୁ୩୦ ମଧ୍ୟରେ ସାରା ଦେଶରେ ୮୦୦ ସହରରେ ଡିଜିଟାଲ ଲାଇଫ ସାର୍ଟିଫିକେଟ କ୍ୟାମ୍ପେନ  

Sangram Tripathy
Browse all articles by Sangram Tripathy
·1 year ago
ନଭେମ୍ବର ୧ରୁ୩୦ ମଧ୍ୟରେ ସାରା ଦେଶରେ ୮୦୦ ସହରରେ ଡିଜିଟାଲ ଲାଇଫ ସାର୍ଟିଫିକେଟ କ୍ୟାମ୍ପେନ  

ଅର୍ଗସ ବ୍ୟୁରୋ:୧.୮୧ ଲକ୍ଷରୁ ଅଧିକ ପେନସନ ଭୋଗି ଡିଜିଟାଲ ଲାଇଫ ସାର୍ଟିଫିକେଟ ବାହାର କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । DOPPW ଡିପାର୍ଟମେଣ୍ଟ ଅଫ ପେନସନ ଏବଂ ପେନସନ ଓ୍ବେଲଫେୟାର ତୃତୀୟ ଡିଜିଟାଲ ଲାଇଫ ସାର୍ଟିଫିକେଟ ପାଇଁ ସାରା ଦେଶରେ କ୍ୟାମ୍ପେନ ଆରମ୍ଭ କରିଥିଲା । ନଭେମ୍ବର ୧ରୁ ନଭେମ୍ବର ୩୦ ମଧ୍ୟରେ ସାରା ଦେଶରେ ୮୦୦ସହରରେ ଏହି କ୍ୟାମ୍ପେନ ହେଉଛି । ଏହି କ୍ୟାମ୍ପେନ ଦେଶର ସବୁଠାରୁ ବଡ ଡିଜିଟାଲ ଲାଇଫ ସାର୍ଟିଫିକେଟ ବୋଲି ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Digital Life Certificate Campaign in 800 cities across the country from November 1 to 30 | Argus News