Bangladesh Unrest / ସାମ୍ନାକୁ ଆସିଲା ଦିପୁର ମୃତ୍ୟୁ ପୂର୍ବର ଶେଷ ଭିଡ଼ିଓ ଦେଖନ୍ତୁ...

Key Points
ସାମ୍ନାକୁ ଆସିଲା ମୃତ୍ୟୁ ପୂର୍ବର ଶେଷ ଭିଡିଓ ।
ମୁଁ କାନ୍ଦି କାନ୍ଦି ଗୋଡ଼ ଧରିଲି ଛାଡ଼ିଦେବାକୁ ନେହୁରା ହେଲି ।
ଦିପୁ ମୃତ୍ୟୁ ପୂର୍ବର ଲୋମଟାଙ୍କୁରା ଭିଡ଼ିଓ... ମୃତ୍ୟୁ ପୂର୍ବରୁ ଦିପୁ କେମିତି ନେହୁରା ହୋଇଥିଲେ ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି । ତୁ ହିନ୍ଦୁ ତୁ କାଫିର୍ । ଏଇଆ କ'ଣ ତୁମ ଆଲ୍ଲା କହିଛନ୍ତି ? ଏଇ ମନ୍ତ୍ର କ'ଣ ପେଗମ୍ ମହମ୍ମଦ୍ ଦେଇଛନ୍ତି ? କୋରାନରେ କ'ଣ ଏଇଆ ଲେଖା ରହିଛି ? ଜଣେ ନିରୀହ ଯୁବକକୁ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ମାରିଦିଅ ?
ଯିଏ ଇସଲାମ ଧର୍ମ ଗ୍ରହଣ କରୁନି ତାକୁ ଯନ୍ତ୍ରଣା ଦାୟକ ମୃତ୍ୟୁ ଦିଅ ? ମୁସଲିମ୍ ଦେଶରେ ହିନ୍ଦୁ ରହି ପାରିବେ ନାହିଁ ? ଯଦି ସେମିତି ନୁହେଁ ତାହାଲେ ନାରାଏ ତକବିର୍, ଆଲ୍ଲା ହୋ ଆକବର କହି କ'ଣ ପାଇଁ ଜଣେ ହିନ୍ଦୁଙ୍କୁ ହଜାର ହଜାର ବାଂଲାଦେଶୀ ମୁସଲିମ ହତ୍ୟା କରିଦେଲେ । ତୁ ହିନ୍ଦୁ ତୁ କାଫିର କହି କ'ଣ ପାଇଁ ଜୀବନ୍ତ ଜାଳିଦେଲେ।
ମୃତ୍ୟୁ ପୂର୍ବର ସେହି ଦୃଶ୍ୟକୁ ଦେଖିଲେ ଆପଣମାନଙ୍କର ଲୋମ ଟାଙ୍କୁରି ହୋଇଯିବ। ମୃତ୍ୟୁ ପୂର୍ବର ଏହି ୫ ମିନିଟର ଭିଡିଓ ବର୍ତ୍ତମାନ ସମୟରେ ପୁରା ବିଶ୍ଵକୁ ଦୋହଲାଇ ଦେଇଛି । ମୃତ୍ୟୁ ପୂର୍ବରୁ ଦିପୁ କେମିତି କଷ୍ଟ ଯନ୍ତ୍ରଣା ପାଇ ଚିତ୍କାର କରୁଥିଲେ ।
ପୋଲିସର ଗୋଡ଼ ଧରିଥିଲେ । ହାତ ଯୋଡ଼ି ଛାଡ଼ି ଦେବାକୁ ନେହୁରା ହେଲେ। ପୋଲିସର ମାଡ଼ ତାଙ୍କ ପେଣ୍ଡା ଏବଂ ପିଠିରୁ ଚମଡ଼ା ଛଡ଼ାଇ ଦେଇଥିଲା । ତଥାପି ରାଗ ଥମି ନଥିଲା।
ଯେତେବେଳେ ଦିପୁ କହୁଥିଲେ ତାଙ୍କର କିଛି ଦୋଷ ନାହିଁ। ସେତେବେଳେ ପୋଲିସ ଟିକେ ବି ଦୟାମାୟ ଦେଖାଇଲା ନାହିଁ । ନିରୀହ ଦିପୁଙ୍କୁ ନୃସଂଶ ବାଂଲାଦେଶୀ ମୁସଲମାନଙ୍କ ହାତରେ ଟେକିଦେଲା ।
ତା'ପରେ ଅରମ୍ଭ ହେଲା ଦିପୁ ପ୍ରତି ଅତ୍ୟାଚାର । ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ପିଟି ଚାଲିଲେ ଦିପୁଙ୍କୁ । ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ଯିଏ ଯେମିତି ପାରିଲା ମାଡ଼ ମାରିଲା। ବେହୋସ ଅବସ୍ଥାରେ ତାଙ୍କୁ ଗଛରେ ଟାଙ୍ଗ ଜୀବନ୍ତ ଜାଳିଦେଲା ନୃସଂଶ ବାଂଲାଦେଶୀ ।
ବାଂଲାଦେଶରେ ପୁଣି ଆରମ୍ଭ ହୋଇଛି ମୋଗଲ ଶାସନ। ଦିପୁତ କେବଳ କହିଥିଲେ ସବୁ ଧର୍ମକୁ ସମ୍ମାନ ଦେବା କଥା । ଦିପୁ ତ କେବେ ଇସ୍ଲାମ୍ ଧର୍ମକୁ ଖରାପ ବୋଲି କହି ନାହାଁନ୍ତି । ପେଗମ ମହମ୍ମଦଙ୍କୁ ତ ସେ କେବେ ହେଲେ ନିନ୍ଦା କରି ନାହାଁନ୍ତି । କିନ୍ତୁ ମିଛ ସତ କହି କଥା ପାଇଁ ତାଙ୍କୁ ହତ୍ୟା କରାଗଲା । ଯଦି ହିନ୍ଦୁ ବହୁଳ ରାଷ୍ଟ୍ରରେ ଅଳ୍ପ ସଂଖ୍ୟକ ମୁସଲିମ ସୁରକ୍ଷିତ ତାହାଲେ ମୁସଲିମ ବହୁଳ ରାଷ୍ଟ୍ରରେ ଅଳ୍ପ ସଂଖ୍ୟକ ହିନ୍ଦୁ କାହିଁକି ସୁରକ୍ଷିତ ନୁହଁନ୍ତି ?
📱 Get Argus News App
✨Related Topics
Explore more stories