Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୨୫ ପ୍ରତିଶତ ବିଦ୍ୟୁତ୍ ସଞ୍ଚୟ କରିପାରିବେ

National

୨୫ ପ୍ରତିଶତ ବିଦ୍ୟୁତ୍ ସଞ୍ଚୟ କରିପାରିବେ

Rashmita Mishra
Browse all articles by Rashmita Mishra
·2 years ago·2 min read
୨୫ ପ୍ରତିଶତ ବିଦ୍ୟୁତ୍ ସଞ୍ଚୟ କରିପାରିବେ

ଅର୍ଗସ ବ୍ୟୁରୋ: ଗରମ ଦିନ ଆସିଲେ ଏସିର ଚାହିଦା ଵଢିଥାଏ । ଯଦି ଆପଣ ଗରମ ଉତ୍ତାପ ଆରମ୍ଭ ହେଵା ପୂଵରୁ ନିଜ ପାଇଁ କିଛି ବ୍ୟବସ୍ଥା କରିବାକୁ ଚିନ୍ତା କରୁଛନ୍ତି ତେବେ ଵର୍ତ୍ତନାମ ଫ୍ଲିପକାର୍ଟରେ ଆପଣଙ୍କୁ ଏକ ଭଲ ସୁଯୋଗ ମିଳୁଛି । ବାସ୍ତବର ଏସି  ବିକ୍ରିରେ ଗ୍ରାହକ ମାନଙ୍କୁ ୪୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତିରେ ମିଳୁଛି । କିନ୍ତୁ ଏଥିପାଇଁ ଆପଣଙ୍କୁ ଆଇସିଆଇସିଆଇ ବ୍ୟାଙ୍କର କାର୍ଡ ଆଵଶ୍ୟକ ପଡିବ। ତାହା ବ୍ୟତୀତ ଆପଣ ଯଦି କିଛି ଏକ୍ସଚେଞ୍ଜ ଅଫର ଅନୁଯାୟୀ ନେଉଛନ୍ତି ତେଵେ ୭୫୦୦ ଟଙ୍କା ପର୍ଯ୍ୟନ୍ତ ରିହାତିରେ ଏସି କଣିପାରିଵେ । ଏହିଥିରୁ ଜଣା ପଡିଛି ଯେ ଯେଉଁ ଏସି ଉପରେ ରିହାତି ଦିଆଯାଉଛି। ସେହି ଏସି ଗୁଡିକରେ ଗ୍ରାହକମାନେ ୨୫ ପ୍ରତିଶତ ବିଦ୍ୟୁତ୍ ସଞ୍ଚୟ କରିପାରିବେ। ଆସନ୍ତୁ ଜାଣିବା କେଉଁ ଏସି ଗୁଡିକ ସେହି  ତାଲିକାରେ ଅଛି ।

LG AI AC :-
ଏହି ଏସିଟି କନଭର୍ଟିବଲ୍ ,୬-୧ ଇନ୍ଚର ,୨୦୨୪ର ନୂଆ ମଡେଲ୍ ଓ ୧ ଟନ୍ ୫ ଷ୍ଟାର୍ ସ୍ପ୍ଲିଟ୍ ଇନଭର୍ଟର ଏସି ।୪୭ ପ୍ରତିଶତ ରିହାତିରେ ଏହି ଏସି ଉପଲବ୍ଧ ହେଉଛି । ଏହାର ପ୍ରକୃତ ମୂଲ୍ୟ ୭୫,୯୯୦ କିନ୍ତୁ ରିହାତି ପରେ ଗ୍ରାହକମାନେ ଏହି ଏସିକୁ କିଣିପରିଵେ ୩୯,୯୯୦ଟଙ୍କାରେ । ଆପଣ ୫,୪୦୦ ଟଙ୍କୀର ଲାଭଵାନ ହୋଇପାରିଵେ।  

Realme TechLife :-
ଏହି ଏସି ୨୦୨୪ ମଡେଲର ୧.୫ ଟନ ଓ ୫ ଷ୍ଟାର୍ ସ୍ପ୍ଲିଟ୍ ଇନଭର୍ଟର ସ୍ମାର୍ଟ ଏସି। ଯାହା ଗ୍ରାହାକ ମାନଙ୍କ ପାଇଁ ୫୦ ପ୍ରତିଶତ ରିହାତିରେ ଉପଲବ୍ଧ । ଏହାର ପ୍ରକୃତ ମୂଲ୍ୟ ୬୫,୯୯୯ ଟଙ୍କା ରହାତି ପରେ ଗ୍ରାହକମାନେ ଏହି ଏସିକୁ କିଣିପରିଵେ ୩୨,୯୯୯ ଟଙ୍କା। ଏହି ଏସି ୱାଇଫାଇ ସଂଯୋଗ ସହ ଆସିଥାଏ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Daikin 2023  :- 
ଏହି ଏସି ୨୦୨୩ର ମଡେଲ୍ ଯାହା ୧.୫ ଟନ ର ୫ ଷ୍ଟାର୍ ସ୍ପ୍ଲିଟ୍ ଇନଭର୍ଟର ଏସି ଫ୍ଲିପକାର୍ଟରୁ ୩୨ ପ୍ରତିଶତ ରିହାତିରେ ଏହା ଉପଲବ୍ଧ ହେଉଛି ।ଏସି ର ମୂଲ୍ୟ ୬୭,୨୦୦ ଥିଵାଵେଳେ ରିହାତି ହୋଇ ୪୫,୪୯୦ ଟଙ୍କାରେ ପାଇପାରିଵେ । ଯଦି ଆପଣ ଏହାକୁ ଏକ୍ସଚେଞ୍ଜ୍ ଅଫରରେ କିଣନ୍ତି, ତେବେ ଆପଣ ଏଥିରେ ୫,୪୦୦ଟଙ୍କା ରିହାତି ପାଇବେ ।

Panasonic :- 
ଏହି ଏସି ୭ ଇନର କନଭର୍ଟିବଲ୍ ଓ ଏଆ ମୋଡ ସହିତ ଆସିଥାଏ ଏବଂ ଫ୍ଲିପକାର୍ଟରୁ ୨୯ପ୍ରତିଶତ ରିହାତିରେ ଉପଲବ୍ଧ ହେଉଛି। ରିହାତି ପରେ ଏହି ଏସି ଗ୍ରାହକଙ୍କୁ ୬୩,୪୦୦ ଟଙ୍କା ବଦଳରେ ୪୪,୯୯୦ ଟଙ୍କାରେ ଉପଲବ୍ଧ କରାଯାଉଛି। ଏହି ଏସି ୫,୪୦୦ ଟଙ୍କା ପର୍ଯ୍ୟନ୍ତ ରିହାତିରେ କିଣାଯାଇପାରିଵେ । 
 

Sponsored
discount on flipkart inverter air conditioner at half-price | Argus News