Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆପ୍ ମଦ ଦୁର୍ନିତୀର ରିପେୋର୍ଟ କୁ ନେଇ ଆଲୋଚନା

National

ଆପ୍ ମଦ ଦୁର୍ନିତୀର ରିପେୋର୍ଟ କୁ ନେଇ ଆଲୋଚନା

Rashmita Mishra
Browse all articles by Rashmita Mishra
·1 year ago·2 min read
ଆପ୍ ମଦ ଦୁର୍ନିତୀର ରିପେୋର୍ଟ କୁ ନେଇ ଆଲୋଚନା

Key Points

ଦିଲ୍ଲୀ ବିଧାନସଭାରେ CAG ଝଡ
ଆପ୍ ମଦ ଦୁର୍ନିତୀର ରିପେୋର୍ଟକୁ ନେଇ ଆଲୋଚନା
ଗୃହ ବାହାରେ ଧାରଣାରେ ବସିଲେ ବିରେୋଧୀ ଆପ୍

ଦିଲ୍ଲୀ ବିଧାନସଭାରେ ଦେଖାଲିଲା CAG ରିପୋର୍ଟ। ଦିଲ୍ଲୀ ବିଧାନସଭା ବାଚସ୍ପତି ବିଜେନ୍ଦର ଗୁପ୍ତା ଗୁରୁବାର ବିଧାନସଭା ସଚିବଙ୍କୁ ସିଏଜି ରିପୋର୍ଟ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଏକ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ, ପିଏସି କମିଟି ଖୁବ୍ ଶୀଘ୍ର ଗଠନ କରାଯିବ ଏବଂ ଏହାକୁ 3 ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।ମଙ୍ଗଳବାର ଦିନ ଗୃହରେ ଏହି ରିପୋର୍ଟ ଉପସ୍ଥାପିତ ହୋଇଥିଲା। ନୂତନ ମଦ ନୀତି କାରଣରୁ ୨ ହଜାର କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଥିବାର କୁହାଜାଇଥିଲା। 

ଦିଲ୍ଲୀ ବିଧାନସଭାରେ CAG ରିପୋର୍ଟ ଆଗତ ହେବା ସମଯରେ ଗୃହ ବାହାରେ ବିରୋଧୀ ଦଳ ନେତ୍ରୀ ତଥା ଆପ୍‌ ବିଧାୟିକା ଆତିଶୀ ସିଂହ ଏବଂ ପୁଲିସ ମଧ୍ୟରେ ଗୁରୁବାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଆତିଶୀଙ୍କ ସମେତ ଅନ୍ୟ ଆପ୍‌ ବିଧାୟକମାନଙ୍କୁ ପୁଲିସ ବିଧାନସଭା ଭିତରକୁ ଛାଡ଼ିବାକୁ ଦେଇନ ଥିଲା। ମଙ୍ଗଳବାର ଦିନ CAG ରିପୋର୍ଟ ବିଧାନ ସଭାରେ ଆଗତ ହେବାକୁ ନେଇ ଆଲେୋଚନା ସମଯରେ ବିରେୋଧୀ ଆପ୍ ଦଳ ପ୍ରବଳ ହଙ୍ଗାମା କରିଥିଲେ ଯେଉଁ କାରଣରୁ ଆତିଶୀଙ୍କ ସମେତ ୨୦ ଜଣ ଆପ୍ ବିଧାଯକ ଙ୍କୁ ନିଲମ୍ବିତ କରାଜାଇଥିଲା। ତେବେ ଆଜି ଆଲୋଚନା ସମୟରେ ଆମ ଆଦମୀ ପାର୍ଟିର ନିଲମ୍ବିତ ବିଧାୟକ ଏବଂ ବିରେୋଧୀ ଦଳ ନେତା ଅତିଶୀ ଗୃହ ବାହାରେ ଧାରଣା ଦେଇଥିଲେନ୍ତି। ଅନ୍ୟପଟେ ଗୃହରେ ଆଜି CAG ରିପୋର୍ଟ ସହିତ କେଜେରିୱାଲ୍ ସରକାର ଙ୍କ ଦ୍ବାରା କରାଜାଇଥିବା ସିସିଟିଭି ଇନଷ୍ଟଲେସନ୍ ଏବଂ ଶିଶମହଲ ମାମଲାକୁ ନେଇ ମଧ୍ୟ ଆଲେୋଚନା କରାଜାଇଛି।

CAG ମୋଟ ଚଉଦଟି ବିଷୟରେ ରିପୋର୍ଟ ପ୍ରସ୍ତୁତ କରିଛନ୍ତି, କିନ୍ତୁ ଅଆଜି ବିଧାନସଣାରେ ସମସ୍ତଙ୍କ ନଜର ଯେଉଁ ରିପୋର୍ଟ ଉପରେ କେନ୍ଦ୍ରିତ ଥିଲା ତାହା ଉତ୍ପାଦ ନୀତି ସମ୍ବନ୍ଧୀୟ ଥିଲା। ଏହି ରିପୋର୍ଟରେ ମଦ ନୀତିରେ ପୂର୍ବ୍ବ ଅଆପ୍ ସରକାର ଙ୍କ ସମଯରେ ଘଟିଥିବା ସମସ୍ତ ପ୍ରକାରର ତ୍ରୁଟି, ଘଟୁଥିବା ଅନିୟମିତତା ଏବଂ ବିଭିନ୍ନ ଦୁର୍ନୀତିକୁ ଉଲ୍ଲେଖ କରାଜାଇ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Discussion about your food corruption report | Argus News