Videos
|
National

ରୁପା ବିକ୍ରି କଲେ କେତେ ଟ୍ୟାକ୍ସ ଦେବାକୁ ପଡ଼େ ଜାଣିଛନ୍ତି କି...

Ritu Das
Browse all articles by Ritu Das
·2 years ago·1 min read
ରୁପା ବିକ୍ରି କଲେ କେତେ ଟ୍ୟାକ୍ସ ଦେବାକୁ ପଡ଼େ ଜାଣିଛନ୍ତି କି...

ଅର୍ଗସ ବ୍ୟୁରୋ: ସୁନା ଏବଂ ଚାନ୍ଦି କିଣିବାକୁ ଲୋକଙ୍କୁ ଭାରି ପସନ୍ଦ। ଭାରତରେ ସୁନା ଏବଂ ରୁପାର ଅଧିକ ଚାହିଦା ରହିଛି। ଆପଣ ଜାଣିଛନ୍ତି ସୁନା ଭଳି ରୁପାରେ କେତେ ଇନକମ ଟ୍ୟାକ୍ସ ଦେବାକୁ ପଡ଼େ। ସୁନା ଏବଂ ରୁପା ବିକ୍ରି କରିବା ବେଳେ ଏଥିରେ ଥିବା ଲାଭରେ କ୍ୟାପିଟାଲ ଗେନ ଟ୍ୟାକ୍ସ ଦେବାକୁ ପଡ଼େ। 

୨୦୨୪ ବଜେଟରେ ଚାନ୍ଦି ଉପରେ ୧୨ମାସର ଦୀର୍ଘସ୍ଥାୟୀ ଅବଧିକୁ ହଟାଇଦିଆଯାଇଛି। ପ୍ରଥମରେ ୩୬ ମାସ ବେଳେ ଲାଗୁ ହେଉଥିଲା। ଏବେ ଏହା ୨୪ ମାସରେ ଲାଗିବ। ଏହାର ଅର୍ଥ ହେଉଛି ଚାନ୍ଦି କିଣିବାର ୨୪ ମାସପରେ ବିକ୍ରି ହେବ। ଏଥିରୁ ମିଳୁଥିବା ଲାଭରେ ଆପଣଙ୍କୁ ୧୨.୫ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡ଼ିବ। 
୨୪ ମାସ ପୂର୍ବରୁ ଆପଣ ଯଦି ରୁପା ଅଳଙ୍କାର ବିକ୍ରି କରିବେ ତେବେ ଆପଣଙ୍କୁ ସ୍ଲାବ ଅନୁସାରେ ଟ୍ୟାକ୍ସ ଦେବାକୁ ପଡ଼ିବ। ଏହି ଟ୍ୟାକ୍ସ ୫ ପ୍ରତିଶତରୁ ଆରମ୍ଭ ହୋଇ ୩୦ ପ୍ରତିଶତ ପର୍ଯ୍ୟନ୍ତ କରାଯାଇଥାଏ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Do you know | Argus News