ବିଶ୍ବରେ ଥିବା ୫ ସ୍ପିଡ୍ କାର...ଆପଣ ଜାଣିଛନ୍ତି କି?

ଅର୍ଗସ ବ୍ୟୁରୋ: ଦୁନିଆରେ ବହୁ ଲୋକ ଗାଡ଼ିର ସୌକୀନ ହୋଇଥାନ୍ତି। ଖାସ କରି ଯୁବପିଢ଼ି ଭିନ୍ନ ଭିନ୍ନ କାର କିଣିବା ପାଇଁ ପାଗଳ। ଆଉ ସ୍ପୋର୍ଟ୍ସ କାରର ଡିମାଣ୍ଡ ସବୁଠୁ ଅଧିକ। କିନ୍ତୁ ଆପଣ କଣ ଜାଣିଛନ୍ତି କି ଦୁନିଆର ସବୁଠୁ କେଉଁ କାରର ସ୍ପିଡ ଅଧିକ ରହିଛି। ଚାଲନ୍ତୁ ଜାଣିବା।
ପ୍ରଥମେ ରହିଛି Hennessey Venom F5. ଏହି କାର ଦେଖିବାକୁ ଖୁବ ସୁନ୍ଦର। ଉକ୍ତ କାରର ଘଣ୍ଟାପ୍ରତି ବେଗ ୪୮୫ କିଲୋମିଟର।
Hennessey Venom F5

KOENIGSEGG AGERA
📱 Get Argus News App
✨ଦ୍ବିତୀୟରେ ଅଛି Koenigsegg ଆଜେରା ଏହି କାରର ବେଗ ହେଉଛି ୪୭୭ କିଲୋମିଟର
.jpg)
HENNESSEY VENOM GT
ସେହିପରି ତୃତୀୟରେ ଅଛି Hennessey Venom GT. କାରର ମଡେଲ ଦେଖିବାକୁ ଏକଦମ କୁଲ। ଯୁବପିଢ଼ିଙ୍କୁ ପସନ୍ଦ ଆସିବ ବୋଲି ଗାଡିର ମାର୍କେଟିଂ ଡିପାର୍ଟମେଣ୍ଟ ପକ୍ଷରୁ କୁହାଯାଇଛି। ଏହି ଗାଡ଼ିର ଘଣ୍ଟାପ୍ରତି ବେଗ ରହିଛି ୪୩୪ କିଲୋମିଟର। ଏହି ଗାଡ଼ିର ସୋରୁମ ପ୍ରଇସ ହେଉଛି ପ୍ରାୟ ୮.୬୧ କୋଟି।

BUGATTI VERYON
ଚତୁର୍ଥ ନମ୍ବରରେ ଅଛି Bugatti Veryon Super Sport. ଏହି କାରର ସ୍ପିଡ ହେଉଛି ୪୩୧ କିଲୋମିଟର।

Buggatti Chiron
ପଞ୍ଚମରେ ଅଛି Bugatti Chiron. ଏହି କାରର ଘଣ୍ଟାପ୍ରତି ବେଗ ରହିଛି ୪୨୦ କିମି.। ଏହି ଗାଡ଼ିର ଭାରତରେ ମାର୍କେଟ ପ୍ରାଇସ ରହିଛି ୧୯ରୁ ୨୮ କୋଟି।
ଅଧିକ ପଢ଼ନ୍ତୁ ଭାରତ ଖବର