Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ସିଆଚୀନ ପରିଦର୍ଶନ କରିବେ  ଦ୍ରୌପଦୀ ମୁର୍ମୁ 

Manini Pattanayak
Browse all articles by Manini Pattanayak
·1 year ago
ଆଜି ସିଆଚୀନ ପରିଦର୍ଶନ କରିବେ  ଦ୍ରୌପଦୀ ମୁର୍ମୁ 

 ନୂଆଦିଲ୍ଲୀ: ଯବାନଙ୍କ ମନୋବଳ ବଢାଇବାକୁ ଆଜି ବିଶ୍ବର ଉଚ୍ଚତମ ଯୁଦ୍ଧକ୍ଷେତ୍ର ସିଆଚୀନ ପରିଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବେସ୍ କ୍ୟାମ୍ପରେ ଯବାନଙ୍କ ସହ ଆଲୋଚନା କରିବେ ରାଷ୍ଟ୍ରପତି । ତୃତୀୟ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ସିଆଚୀନ ଗସ୍ତ କରିବେ । 

ଏହା ପୂର୍ବରୁ 2004ରେ ରାଷ୍ଟ୍ରପତି ଅବଦୁଲ କାଲାମ ଓ 2018ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସିଆଚୀନ ଗସ୍ତ କରିଥିଲେ । ସମୁଦ୍ର ପତନ ଠାରୁ ୨୦ ହଜାର ଫୁଟ୍ ଉଚ୍ଚରେ ଅବସ୍ଥିତ ଏହି କ୍ୟାମ୍ପରେ ଆମ ଦେଶର ଯବାନ ମାନେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଥାନ୍ତି ।  ପ୍ରତି ମୁହୁର୍ତ୍ତରେ ସେମାନଙ୍କୁ ପ୍ରବଳ ପବନ ସହ ବରଫ ଝଡର ସାମ୍ନା କରିବାକୁ ପଡିଥାଏ । 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Droupadi Murmu will visit Siachen today | Argus News