Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଅପରେଶନ ସିନ୍ଦୂର ସମୟରେ: ୱାର ରୁମରେ ଚାହିଁ ବସିଥିଲେ ୩ ସେନା ମୁଖ୍ୟ

Ritu Das
Browse all articles by Ritu Das
·1 year ago
ଅପରେଶନ ସିନ୍ଦୂର ସମୟରେ: ୱାର ରୁମରେ ଚାହିଁ ବସିଥିଲେ ୩ ସେନା ମୁଖ୍ୟ

Key Points

ଅପରେଶନ୍ ସିନ୍ଦୁର ବେଳର ୱାରରୁମ୍ ଦୃଶ୍ୟ ସାମ୍ନାକୁ ଆସିଲା

ଅପରେଶନ୍ ସିନ୍ଦୁର ବେଳର ୱାରରୁମ୍ ଦୃଶ୍ୟ ସାମ୍ନାକୁ ଆସିଲା । ଫଟୋରେ କିପରି ୩ ସେନା ମୁଖ୍ୟ ଅପରେଶନର ପରିଚାଳନା କରୁଥିଲେ ତାହା ଦେଖିବାକୁ ମିଳିଛି। ପ୍ରଥମ ଥର ଲାଗି ସାର୍ବଜନୀନ ହେଲା ୱାର ରୁମର ଦୃଶ୍ୟ । ୨୨ ମିନିଟର ଅପରେଶନରେ ପାକିସ୍ତାନରେ ଥିବା ୯ ଆତଙ୍କବାଦୀ ଅଡ୍ଡା ଧ୍ୱସ୍ତ ହୋଇଯାଇଥିଲା।


ଶହେରୁ ଅଧିକ ଆତଙ୍କବାଦୀ ଏଥିରେ ପ୍ରାଣ ହରାଇଛନ୍ତି । ପାକିସ୍ତାନରେ ଆତଙ୍କି ଅଡ୍ଡାର ମୂଳପୋଛ ଥିଲା ଅପରେଶନର ଲକ୍ଷ୍ୟ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
during-operation-sindoor-3-army-chiefs-were-waiting-in-the-war-room | Argus News