Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦିଲ୍ଲୀ ଏନସିଆରରେ ଭୂମିକମ୍ପ , ତୀବ୍ରତା ୩.୨ ରେକର୍ଡ

Swoyang prajna Mishra
Browse all articles by Swoyang prajna Mishra
·11 months ago
ଦିଲ୍ଲୀ ଏନସିଆରରେ ଭୂମିକମ୍ପ , ତୀବ୍ରତା ୩.୨ ରେକର୍ଡ

Key Points

ସକାଳେ ଦିଲ୍ଲୀ ଏନସିଆରରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ସକାଳ ୬ରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଯାହାର କେନ୍ଦ୍ରସ୍ଥଳ ଫରିଦାବାଦ ରହିଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୨ ରେକର୍ଡ କରାଯାଇଛି ।

ଦିଲ୍ଲୀ ଏନସିଆରରେ ଭୂମିକମ୍ପ । ଆଜି ସକାଳେ ଦିଲ୍ଲୀ ଏନସିଆରରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ସକାଳ ୬ରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଯାହାର କେନ୍ଦ୍ରସ୍ଥଳ ଫରିଦାବାଦ ରହିଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୨ ରେକର୍ଡ କରାଯାଇଛି ।


ତେବେ ଭୂକମ୍ପରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ସହ କାହାର ଜୀବନହାନି ହୋଇନଥିବା ସୂଚନା ମିଳିଛି । ଭୂମିକମ୍ପର ଗଭୀରତା ଅକ୍ଷାଂଶର ଭୂପୃଷ୍ଠରୁ 5 କିଲୋମିଟର ତଳେ ଥିଲା,୨୮.୨୯ ଡିଗ୍ରୀ ଉତ୍ତର ଏବଂ ୭୨.୨୧ ଡିଗ୍ରୀ ପୂର୍ବ ଦ୍ରାଘିମାରେ ରହିଥିବା କୁହାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Earthquake hits Delhi NCR, intensity 3.2 recorded | Argus News