୨୦୨୪ରେ ନୂଆ ରୂପରେ ମାରୁତି ସ୍ଵିଫ୍ଟ
·1 year ago

ଅର୍ଗସ ବ୍ୟୁରୋ: ୨୦୨୪ରେ ନୂଆ ରୂପରେ ଲଂଚ ହେଇଛି ମାରୁତି ସ୍ଵିଫ୍ଟ ।ଏହି ମାରୁତି ସ୍ଵିଫ୍ଟ ଗାଡିଟି ୬.୫୦ଲକ୍ଷ ଟଙ୍କାରେ ଲଂଚ କରାଯାଇଛି ।ଏହାର ଟାଇପ ଭେରିଏଣ୍ଟର ୯.୬୫ ଟଙ୍କା । ନୂଆ ମାରୁତି ସ୍ଵିଫ୍ଟକୁ ୯ଟା ରଙ୍ଗରେ ବଜାରରକୁ ଛଡାଯାଉଛି ।
କମ୍ପାନୀ ମାରୁତି ସ୍ଵିଫ୍ଟ ରେ kmpl ପିଛା ୨୫.୭୫ ମାଇଲେଜ ରହିଛି । ଏହି ସ୍ଵିଫ୍ଟ ଗାଡିରେ ଅନେକ ପ୍ରକାରର ଅତ୍ୟାଧୁନିକ ଶୈଳୀରେ ବନା ଯାଇଛି ଯେଉଁଥିରେ ସିଟ୍, ସିଟବେଲ୍ଟ ବହୁତ ଭଲ ଫିଚର କରାଯାଇଛି ।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୨୪ ସ୍ଵିଫ୍ଟର ଆଗରେ କ୍ୟାବିନର ଏକ ବଡ ଇନଫୋଟମେଟ ସିଷ୍ଟମ ଦିଆଯାଇଛି । ସେଥିରେ ନୂଆ Zସିରିଜ ତାହା ସହ ୧.୨ ଲିଟରର ତେଲ ରଖାଯାଇଛି ।