|
logo
Live

Argus News - ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ନେଇ ହୋଇପାରେ ତାରିଖ ଘୋଷଣା

National

ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ନେଇ ହୋଇପାରେ ତାରିଖ ଘୋଷଣା

Smruti Parija
Browse all articles by Smruti Parija
·1 year ago
ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ନେଇ ହୋଇପାରେ ତାରିଖ ଘୋଷଣା

ଅର୍ଗସ ବ୍ୟୁରୋ: ଆଜି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ନେଇ ହୋଇପାରେ ତାରିଖ ଘୋଷଣା । ଆଜି ଅପରାହ୍ନରେ ତାରିଖ ଘୋଷଣା କରିପାରନ୍ତି ଇସିଆଇ । ଅପରାହ୍ନ 3ଟା 30ରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ନଭେମ୍ବର 26 ସୁଦ୍ଧା ଶେଷ ହେଉଛି ମହାରାଷ୍ଟ୍ର ବିଧାନସଭା ଅବଧି। ସେପଟେ ଜାନୁଆରୀ 5 ତାରିଖ ସୁଦ୍ଧା ଝାଡ଼ଖଣ୍ଡ ବିଧାନସଭା ଅବଧି ଶେଷ ହେଉଥିବାରୁ ଏହା ପୂର୍ବରୁ ନିର୍ବାଚନ ଶେଷ ହେବ। ତେଣୁ ଝାଡ଼ଖଣ୍ଡରେ ଡିସେମ୍ବର ସୁଦ୍ଧା ନିର୍ବାଚନ ହେବା ନେଇ ଅନୁମାନ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ନେଇ ହୋଇପାରେ ତାରିଖ ଘୋଷଣା | Argus News