ହରିଆଣା ନିର୍ବାଚନ ଫଳାଫଳ ଅନିୟମତାକୁ ନେଇ କଂଗ୍ରେସର ଅଭିଯୋଗକୁ ECIଙ୍କ ପ୍ରତ୍ୟାଖାନ
·1 year ago

ଅର୍ଗସ ବ୍ୟୁରୋ:ହରିଆଣା ନିର୍ବାଚନ ଫଳାଫଳରେ ଅନିୟମତାକୁ ନେଇ କଂଗ୍ରେସର ଅଭିଯୋଗକୁ ପ୍ରତ୍ୟାଖାନ କରିଛନ୍ତି ନିର୍ବାଚନ କମିଶନ। ନିର୍ବାଚନ କମିଶନଙ୍କର ଏହି ନିଷ୍ପତ୍ତି ପାଇଁ କମିଶନଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ହରିଆଣା ସିଏମ୍ ନାୟାବ ସିଂ ସାଇନି। ମିଛ କହିବା ଏବଂ ମିଥ୍ୟା ତଥ୍ୟ ଦେବା କଂଗ୍ରେସର ଅଭ୍ୟାସ। କିନ୍ତୁ ଏଥର କଂଗ୍ରେସର ମିଛ କାମ ଦେଇନି। ଜନତା କଂଗ୍ରେସର ମିଥ୍ୟା ପ୍ରଚାରକୁ ରିଜେକ୍ଟ କରିଛନ୍ତି ବୋଲି କହିଛନ୍ତି ସିଏନ୍ ସାଇନି। ହରିଆଣା ନିର୍ବାଚନ ଫଳାଫଳରେ ବହୁମତ ପାଇବାକୁ ନେଇ କଂଗ୍ରେସର ଆଶା ଧୂଳିସାତ୍ ହେବା ପରେ କଂଗ୍ରେସ ପକ୍ଷରୁ ନିର୍ବାଚନ କମିଶନ ଙ୍କୁ ଇଭିଏମ୍ ହାକ୍ ଏବଂ ଅନ୍ୟ ଅନିଯମତାକୁ ନେଇ ଅଭିଯୋଗ କରାଯାଇଥିଲା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: