Parliament Session / ଆଜି ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ, ଫେବ୍ରୁଆରି ପହିଲାରେ ବଜେଟ୍
·7 months ago·2 min read

Key Points
ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅର୍ଥନୈତିକ ସର୍ଭେ ୨୦୨୫-୨୬କୁ ଉପସ୍ଥାପନ କରିବେ । ଫେବ୍ରୁଆରି ପହିଲାରେ ବଜେଟ ଆସିବା ଆଗରୁ ଦେଶର ଅର୍ଥ ବ୍ୟବସ୍ଥାର ସ୍ଥିତିକୁ ନେଇ ଏହା ପ୍ରଥମ ଆକଳନ ରହିବ ।

ବଜେଟ ପୂର୍ବରୁ ସରକାର ପ୍ରତିବର୍ଷ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିଥାନ୍ତି । ଯେଉଁଥିରେ ପୂର୍ବ ବର୍ଷର ଅର୍ଥନୀତିର କାର୍ଯ୍ୟଧାରା ସମ୍ପର୍କରେ ଉଲ୍ଲେଖ ରହିଥାଏ । ସେହିଭଳି ପ୍ରାଥମିକତା ଏବଂ ଆଗାମୀ ବର୍ଷ ଲାଗି ବିତ୍ତୀୟ ନୀତି ସମ୍ପର୍କରେ ମଧ୍ୟ ଏଥିରେ ପରାମର୍ଶ ରହିଥାଏ ।
ଆଜି ଦିନ ୧୧ଠାରୁ ୧୨ ମଧ୍ୟରେ ଏହା ଉପସ୍ଥାପନ ହୋଇପାରେ । ଏହା ପରେ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ୱରନ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେବେ । ସର୍ଭେର ପ୍ରମୁଖ ଦିଗ ଗୁଡ଼ିକୁ ନେଇ ଆଗାମୀ ବଜେଟରେ ବିଭିନ୍ନ ଘୋଷଣା ହେବାର ସମ୍ଭାବନା ରହିଛି । ବୁଧବାରଠାରୁ ବଜେଟ ଅଧିବେସନ ଆରମ୍ଭ ହୋଇଥିବା ବେଳେ ପହିଲାରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ
ଏହାସହ ପଢ଼ନ୍ତୁ: ଇଣ୍ଡିଆ-ଇୟୁ ଟ୍ରେଡ୍ ଡିଲ୍କୁ ନେଇ ଘୋଷଣା, ଶସ୍ତା ହେବ କାରଠୁ ମେଡ଼ିକାଲ ଉପକରଣ
ଭାରତ-ୟୁରୋପୀୟ ସଂଘ ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ । ଉଭୟ ପକ୍ଷ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି । କାଲି ଐତିହାସିକ ଚୁକ୍ତି ହୋଇଥିବା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି । ମଦର୍ ଅଫ୍ ଅଲ୍ ଡିଲକୁ ସ୍ବାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି ଭାରତ ଓ ୟୁରୋପ ଲୋକଙ୍କ ପାଇଁ ଏହା ବଡ଼ ସୁଯୋଗ ଆଣିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଚୁକ୍ତିନାମା ଭାରତ-ୟୁରୋପୀୟ ସଂଘ ସମ୍ପର୍କକୁ ଏକ ନୂତନ ପ୍ରୋତ୍ସାହନ ପ୍ରଦାନ କରିବ, ବାଣିଜ୍ୟ, ସୁରକ୍ଷା ଏବଂ ସ୍ୱଚ୍ଛ ଶକ୍ତି ପରିବର୍ତ୍ତନ ଭଳି ପ୍ରମୁଖ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବ। ଏହି ଚୁକ୍ତିନାମା ଉଭୟ ପକ୍ଷ ପାଇଁ ଆର୍ଥିକ ଏବଂ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏହି ସମୟରେ, ଆମେରିକା ପ୍ରତିକ୍ରିୟା ଦେଉଛି, ଟ୍ରମ୍ପଙ୍କ ମନ୍ତ୍ରୀ କହିଛନ୍ତି, "ୟୁରୋପ ନିଜ ବିରୁଦ୍ଧରେ ଏକ ଯୁଦ୍ଧକୁ ପାଣ୍ଠି ଦେଉଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁରୋପୀୟ ସଂଘର ନେତାମାନେ ମଙ୍ଗଳବାର, ଜାନୁଆରୀ ୨୭, ୨୦୨୬ରେ ନୂଆଦିଲ୍ଲୀରେ ଏକ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) ଚୂଡ଼ାନ୍ତ କରିଛନ୍ତି। "ମଦର ଅଫ୍ ଅଲ୍ ଡିଲ୍" କୁହାଯାଉଥିବା ଏହି ଚୁକ୍ତିନାମା ୧୮ ବର୍ଷ ପରେ ବିଶ୍ୱର GDPର ୨୫% ପ୍ରତିନିଧିତ୍ୱ କରେ।

Related Topics
Explore more stories