Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କେସିଆରଙ୍କ ଝିଅ କେ. କବିତାଙ୍କୁ ଗିରଫ କଲା  ଇଡି

Banajyotshna Ray
Browse all articles by Banajyotshna Ray
·2 years ago
କେସିଆରଙ୍କ ଝିଅ କେ. କବିତାଙ୍କୁ ଗିରଫ କଲା  ଇଡି

ଅର୍ଗସ ବ୍ୟୁରୋ: କେ. କବିତା ଗିରଫ । କେସିଆରଙ୍କ ଝିଅ କେ. କବିତାଙ୍କୁ ଗିରଫ କଲା  ଇଡି। ଦିଲ୍ଲୀ ମଦ ନୀତି ସ୍କାମ୍‌ ମାମଲାରେ କବିତା ଗିରଫ। ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଝିଅ କବିତା ଗିରଫ ହୋଇଛନ୍ତି ।

ଦିଲ୍ଲୀ ମଦ ଘୋଟାଲା ମାମଲାରେ ସିବିଆଇ ଓ ଇଡି ପକ୍ଷରୁ ବର୍ତ୍ତମାନ ସୁଦ୍ଧା ବହୁ ବଡ଼ ବଡ଼ ରାଜନେତାଙ୍କୁ ଜେରା କରାଯାଇଛି । ଯାଞ୍ଚ ଏଜେନ୍ସ ପକ୍ଷରୁ କବିତାଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଥିବା ଜଣାପଡ଼ିଛି । ପୂର୍ବରୁ ଇଡି ପକ୍ଷରୁ ଦୁଇଥର ସମାନ ଜାରି କରାଯାଇଥିଲେ ହେଁ କବିତା ହାଜର ହୋଇନଥଲେ । ଏହାପରେ ଇଡି ପକ୍ଷରୁ କବିତାଙ୍କ ଉପରେ ଆକ୍ସନ ନିଆଯାଇଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
ED arrests KCR's daughter K Kavitha in Delhi liquor policy scam case | Argus News