Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆସନ୍ତା ଗୁରୁବାର EDରେ ହାଜର ହେବାକୁ ସମନ ଜାରି

Banajyotshna Ray
Browse all articles by Banajyotshna Ray
·2 years ago
ଆସନ୍ତା ଗୁରୁବାର EDରେ ହାଜର ହେବାକୁ ସମନ ଜାରି

ଅର୍ଗସ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ପୁଣି ED ସମନ । ଆସନ୍ତା ଗୁରୁବାର EDରେ ହାଜର ହେବାକୁ ସମନ ଜାରି  ହୋଇଛି । ଆସନ୍ତ 21ରେ କେଜ୍ରିୱାଲ୍‌ଙ୍କୁ ପଚରାଉଚରା ପାଇଁ ଡାକିଛି ED । ଦିଲ୍ଲୀ ମଦ ନୀତି ମାମଲାରେ କେଜ୍ରିୱାଲ୍‌ଙ୍କୁ ପଚରାଉଚରା କରିବ ED । କେଜ୍ରିୱାଲ୍‌ଙ୍କୁ ନବମ ଥର ସମନ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । 

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅସୁବିଧା ଥମିବାର ନାମ ନେଉନି । ଶନିବାର ଦିନ ତାଙ୍କୁ ଦିଲ୍ଲୀର ମଦ ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ରଉଜ୍ ଏଭେନ୍ୟୁ କୋର୍ଟରୁ ଆଶ୍ୱସ୍ତି ମିଳିଥିଲା । ସେହିପରି ବର୍ତ୍ତମାନ ପୁଣି ଥରେ ତାଙ୍କ ଉପରେ ଏକ ନୂଆ କେସ ଖୋଲାଯିବାର ଖବର ସାମ୍ନାକୁ ଆସୁଛି ।ସେ ମଦ ଦୁର୍ନୀତି ମାମଲାରେ ପ୍ରଥମଥର ପାଇଁ କୋର୍ଟରେ ହାଜର ହୋଇଥିଲେ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ED issues fresh summon to Arvind Kejriwal for Delhi Jal Board probe | Argus News