Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବଡ଼ ଆକ୍ସନ

National

ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବଡ଼ ଆକ୍ସନ

Banajyotshna Ray
Browse all articles by Banajyotshna Ray
·1 year ago
ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବଡ଼ ଆକ୍ସନ

ରାହୁଲ ଓ ସୋନିଆ ଗାନ୍ଧିଙ୍କୁ ବଡ଼ ଝଟକା । ଗାନ୍ଧି ପରିବାର ସହ ଜଡ଼ିତ ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବଡ଼ ଆକ୍ସନ । ଦିଲ୍ଲୀ, ମୁମ୍ବାଇ ଓ ଲକ୍ଷ୍ନୌରେ ଥିବା ନ୍ୟାସନାଲ ହେରାଲ୍ଡ କାର୍ଯ୍ୟାଳୟରେ ରେଡ କରି ପାଖାପାଖି ୭୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଛି ଇଡି । କଂଗ୍ରେସ ସହ ଲିଙ୍କ ଥିବା ଆଲୋସିଏଟେଡ ଜର୍ନାଲ୍ ଲିମିଟେଡ ବିରୋଧରେ ମନି ଲାଣ୍ଡ୍ରିଂ ମାମଲାର ତଦନ୍ତ କରୁଛି ଇଡି । ଆଜି ଇଡି ୬୬୧ କୋଟି ମୂଲ୍ୟର ସମ୍ପତ୍ତି ଜବତ କରିଛି । ମାମଲାରେ ଉଭୟ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ଅଭିଯୁକ୍ତ ଅଛନ୍ତି । ୨୦୧୦ରେ କମ୍ପାନୀ ବିରୋଧରେ ମାମଲା ରୁଜୁ କରିଥିଲେ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ed-issues-notice-to-take-possession-of-indian-rupee661-crore-assets-in-congress-linked-national-herald-case | Argus News