|
logo
Live

Argus News - ଅର୍ଥ ହେରଫେର ମାମଲା, ଲଗାତାର 8 ଥର ସମନ ପରେ ଇଡିରେ ହାଜର ହେବେ କେଜ୍ରିୱାଲ୍

National

ଅର୍ଥ ହେରଫେର ମାମଲା, ଲଗାତାର 8 ଥର ସମନ ପରେ ଇଡିରେ ହାଜର ହେବେ କେଜ୍ରିୱାଲ୍

Banajyotshna Ray
Browse all articles by Banajyotshna Ray
·2 years ago
ଅର୍ଥ ହେରଫେର ମାମଲା, ଲଗାତାର 8 ଥର ସମନ ପରେ ଇଡିରେ ହାଜର ହେବେ କେଜ୍ରିୱାଲ୍

ଅର୍ଗସ ବ୍ୟୁରୋ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତିରେ ଅର୍ଥ ହେରଫେର ମାମଲା । ଲଗାତାର 8 ଥର ସମନ ପରେ ଶେଷରେ ଇଡିରେ ହାଜର ହେବାକୁ ରାଜି ହୋଇଛନ୍ତି ଅରବିନ୍ଦ କେଜ୍ରିୱାଲ୍ । ଆସନ୍ତା 12 ତାରିଖ ପରେ ହାଜର ହେବାକୁ ତାରିଖ ଦେବାକୁ ଇଡିକୁ ଚିଠି ଲେଖି ଅନୁରୋଧ କରିଛନ୍ତି କେଜ୍ରିୱାଲ୍ । ଗତ ଫେବୃଆରୀ ୨୭ରେ ଇଡି ଅଷ୍ଟମ ଥର ସମନ ଜାରି କରି ମାର୍ଚ୍ଚ ୪ରେ କେଜ୍ରିୱାଲଙ୍କୁ ହାଜର ପାଇଁ କହିଛି । ଏହା ପୂର୍ବରୁ କେଜ୍ରିୱାଲ ଇଡିର 7ଟି ଡାକରାକୁ ଏଡ଼ାଇ ସାରିଲେଣି । ଇଡି ସମନକୁ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଦର୍ଶାଇ ହାଜର ହେଉନାହାନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

ଅଧିକ ପଢ଼ନ୍ତୁ ଦେଶ ଖବର:

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଅର୍ଥ ହେରଫେର ମାମଲା, ଲଗାତାର 8 ଥର ସମନ ପରେ ଇଡିରେ ହାଜର ହେବେ କେଜ୍ରିୱାଲ୍ | Argus News