Videos
|
National

ଶ୍ରୀ ଚନ୍ଦ୍ରଶେଖେନ୍ଦ୍ର ସରସ୍ବତୀ ବିଶ୍ବ ମହାବିଦ୍ୟାଳୟ ‍ପରିଦର୍ଶନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago·1 min read
ଶ୍ରୀ ଚନ୍ଦ୍ରଶେଖେନ୍ଦ୍ର ସରସ୍ବତୀ ବିଶ୍ବ ମହାବିଦ୍ୟାଳୟ ‍ପରିଦର୍ଶନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଅର୍ଗସ ବ୍ୟୁରୋ: ୨ ଦିନିଆ ତାମିଲନାଡ଼ୁ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏ ଅବସରରେ ସେ କାଞ୍ଚିପୁରମର କାମାକ୍ଷି ଆମ୍ମା ମନ୍ଦିରରେ ଦର୍ଶନ କରିଛନ୍ତି । ଏହା ସହ କଞ୍ଚି କାମାକୋଟି ପିଟମ୍ ଚାରିଟେବୁଲ୍ ଟ୍ରଷ୍ଟ ଦ୍ବାରା ପରିଚାଳିତ ଶ୍ରୀ ଚନ୍ଦ୍ରଶେଖେନ୍ଦ୍ର ସରସ୍ବତୀ ବିଶ୍ବ ମହାବିଦ୍ୟାଲୟ ‍ପରିଦର୍ଶନ କରିଛନ୍ତି । 

 

ବିଶ୍ବ ବିଦ୍ୟାଳୟରେ ଥିବା ତାଳପତ୍ରରେ ଖୋଦିତ  ପାଣ୍ଡୁଲିପି ସଂରକ୍ଷଣ କେନ୍ଦ୍ର ବୁଲି ଦେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରାଧାନ । ଏହି ଅବସରରେ ମନ୍ତ୍ରୀ କହିଛନ୍ତି, AI ଏବଂ ଅନ୍ୟାନ୍ୟ ଟେକ୍‌ନୋଲୋଜି ମାଧ୍ୟମରେ ବିରଳ ପାଣ୍ଡୁଲିପି କିପର ସଂଗ୍ରହରେ ରଖାଯାଇ ସେ ପଦକ୍ଷେପ ନିଆଯିବ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: