|
logo
Live

Argus News - Election Breaking : କ୍ଲିକ କରି ଜାଣନ୍ତୁ ଆଜିର ନିର୍ବାଚନି ଖବର

National

Election Breaking : କ୍ଲିକ କରି ଜାଣନ୍ତୁ ଆଜିର ନିର୍ବାଚନି ଖବର

Sarbeswar Mohapatra
Browse all articles by Sarbeswar Mohapatra
·2 years ago·1 min read
Election Breaking  : କ୍ଲିକ କରି ଜାଣନ୍ତୁ ଆଜିର ନିର୍ବାଚନି ଖବର

ଅର୍ଗସ ବ୍ୟୁରେ : ପ୍ରଶାନ୍ତ କିଶୋରଙ୍କ ବଡ଼ ବୟାନ । କହିଲେ, ପ୍ରଧାନମନ୍ତ୍ରୀଙ୍କ ଉପରେ ବଢ଼ୁଛି ବିଶ୍ୱାସ, ଓଡ଼ିଶା-ପଶ୍ଚିମବଙ୍ଗରେ BJP ପାଲଟିବ ଏକ ନମ୍ବର ଦଳ

ଆସନ୍ତା ବିଧାନସଭା ନିର୍ବାଚନରେ ତାଙ୍କ ଦଳ ବିଜୟୀ ହେଲେ ଲୋକଙ୍କୁ କ୍ବାଲିଟି ମଦ ଶସ୍ତାରେ ମିଳିବ ବୋଲି କହିଛନ୍ତି ଚନ୍ଦ୍ରବାବୁ ନାଇଡୁ । ରାଜ୍ୟରେ ସରକାର ଗଢିବାର ୪୦ ଦିନ ଭିତରେ ମଦର ଦାମ କମାଇବା ସହ ମଦର କ୍ବାଲିଟି ବଢାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଖୋର୍ଦ୍ଧା, ବେଗୁନିଆରେ ଛିଣ୍ଡୁନି କାହାରି ଅଙ୍କ । ବିଜେପି ଓ ବିଜେଡିରେ ଅଛନ୍ତି ଅନେକ ଆଶାୟୀ । ଖୋର୍ଦ୍ଧାରୁ ଦୌଡ଼ରେ ଜିତୁ ମିତ୍ର, ରାଜେନ୍ଦ୍ର ସାହୁ, ବାସନ୍ତୀ ମହାପାତ୍ର

ପାରାଦୀପରେ କାହାକୁ ପ୍ରାର୍ଥୀ କରିବ ବିଜେଡି ? ସମ୍ବିତ ରାଉତରାୟ ଓ ବସନ୍ତ ବିଶ୍ୱାଳଙ୍କ ମଧ୍ୟରେ ଛକାପଞ୍ଜା

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ହଟିଲେ ଭିକେ ପାଣ୍ଡିଆନ୍ । ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ପଦକ୍ଷେପ । ରାଜ୍ୟ ବିଜେପି ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା

ପୁଣି ଦେବାଶିଷ ସାମନ୍ତରାୟ-ଭର୍ତ୍ତୃହରି ମହତାବ୍ ବାକଯୁଦ୍ଧ । ପରସ୍ପରକୁ ଟାର୍ଗେଟ କଲେ ଦେବାଶିଷ ଓ ଭର୍ତ୍ତୃହରି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଫାଷ୍ଟଫୁଡ୍‌ ଭଳି ତିଆରି ହେଉଛି କ୍ୟାମ୍ପେନିଂ ମ୍ୟୁଜିକ୍‌; କମ୍ପିବ ମୈଦାନ, ଝୁମିବେ ଭୋଟର୍‌

ଟିକେଟ ପାଇଁ ରାଜଧାନୀରେ ଡେରା ପକାଇଛନ୍ତି ବିଜେଡି ଆଶାୟୀ। ଘଡ଼ିକେ ଘୋଡା ଛୁଟୁ ଥିବାବେଳେ, ରାଜଧାନୀ ଛାଡିଲେ କାଳେ ଅଙ୍କ ଭୁଲ ହୋଇଯିବ ସେଥିପାଇଁ ଆଶାୟୀ ଛାଡୁ ନାହାଁନ୍ତି ହେଡକ୍ବାର୍ଟର

କାରଣ ଦର୍ଶାଅ ନୋଟିସ୍‌ ପରେ ପ୍ରତିକ୍ରିୟା ରଖିଲେ ସୁର । କହିଲେ, ମୋର କେତେ ମେଳା ମହୋତ୍ସବ, ମେଳଣ, ପାଲା, ସଙ୍ଗଠନ। ମୁଁ ସବୁଠିକୁ ଯାଉଛି। ସେଠି କିଏ କେତେବେଳେ ଦେଖା ହେଇଯାଉଛି। ତା ବୋଲି କଣ ମୁଁ ସେଠିକୁ ଯିବିନି? 

୨୪ ସାଧାରଣ ନିର୍ବାଚନ : ଶାନ୍ତିଶୃଙ୍ଖଳା ନିର୍ବାଚନ ଲାଗି ପଶ୍ଚିମବଙ୍ଗକୁ ଯିବ ଅଧିକ 100 ପ୍ଲାଟୁନ କେନ୍ଦ୍ରୀୟ ଫୋର୍ସ
 

Sponsored
Election Breaking : କ୍ଲିକ କରି ଜାଣନ୍ତୁ ଆଜିର ନିର୍ବାଚନି ଖବର | Argus News