ମଧ୍ୟପ୍ରଦେଶ-ରାଜସ୍ଥାନରେ ବିଜେପିର ବାଜିମାତ, ମାଟି କାମୁଡିଲା କଂଗ୍ରେସ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ-ରାଜସ୍ଥାନରେ ବିଜେପିର ବାଜିମାତ। ବିଜେପି ବହୁ ଆଗରେ ଅଛି। ପୁଣି ଥରେ ଏହି ଦୁଇ ରାଜ୍ୟରେ ପଦ୍ମ ଫୁଟିବ । ବିଜେପି ପୁଣି ଦବଦପା ଜାହରି କରୁଥିବାର ସ୍ପଷ୍ଟ ଚିତ୍ର ଆପଣଙ୍କ ପାଖରେ। ମଧ୍ୟପ୍ରଦେଶ-ରାଜସ୍ଥନାରେ ପୁଣି ସମାନ ପୁନରାବୃତି ଯେମିତି କି ଆପଣ ପୂର୍ବରୁ ଦେଖଥିବେ ରାଜସ୍ଥନାରେ କେବେବି ସ୍ଥିର ରୁହେନି କୌଣସି ସରକାର । ପୁଣି ଥରେ କଂଗ୍ରେସ ସରକାର ଭାଙ୍ଗୁଛି ଆଉ ବିଜେପି ବସରକାର ଗଢିବରେ ଅଗ୍ରସର। । ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନପ୍ରିୟ ଶାସନ, ମୋଦିଙ୍କ ଯୋଜନା ଆଉ ମୋଦିଙ୍କ ଲୋକପ୍ରିୟତା ପାଇଁ ପୁଣି ଥରେ ପ୍ରମାଣ ଦେଖିବାକୁ ମିଳିଛି ରାଜସ୍ଥାନ ମଧ୍ୟପ୩ରଦେଶରେ। ରାଜସ୍ଥାନରେ ବସୁନ୍ଧରା ସିନ୍ଧେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଲାଣି। ସେପଟେ ବିଜେପି ରାଜସ୍ଥାନ ଆଉ ମଧ୍ୟ ପ୍ରଦେଶର ଟ୍ରେଣ୍ଡକୁ ଦେଖିକି ବିଜେପି ଶିବିରରେ ଏବେ ଖୁସିର ମାହୋଲ । କେଉଁଠି ବାଣ ଫୁଟା ହେଲାଣି ତ ଆଉ କେଉଁଠି ମିଠା ବଣ୍ଟା ହେଲାଣି ତ ଆଉ କେଉଁଠି ନେତାଙ୍କୁ ଫୁଲ ତୋଡା ଦେଇ ସମ୍ବର୍ନ୍ଧନା ଦିଆଗଲାଣି। ପୂର୍ବରୁ ବି ଆପଣମାନେ ଜାଣିଥିବେ ବିଜେପି ନିଜର ପ୍ରଚାର ମୈଦାନକୁ ଦୃଢ କରିଥିଲା।
କେମିତି ବିରୋଧିଙ୍କୁ ଚକମା ଦେବ । କେମିତି ରଣନିତି ପ୍ରସ୍ତୁତ କରିବ । ତେବେ ସେହି ରଣନିତି ପାଇଁ ଆଜି ସଫଳ ହୋଇଛି। କଂଗ୍ରେସ ପୁରଣି ଥରେ ଧରାଶାୟୀ ହୋଇଛି। କାରଣ କଂଗ୍ରେସକୁ ଭାରତର ଜନତା ଭଲରେ ପରକ୍ଷି ସାରିଲେଣି। ଦୁର୍ନିତି ଗ୍ରସ୍ତ କଂଗ୍ରେସ। ଦେଶରେ ଅରଜାକତା ସୃଷ୍ଟି କରିବା କଂଗ୍ରେସର ପ୍ରକୃତି। ଏହା ହୃଦୟଙ୍ଗମ କରିଛନ୍ତି ଜନତା। ଆଉ ସେଥିପାଇଁ ପୁଣି ଥରେ ପଦ୍ମକୁ ପାୱାର ଦେଇଛନ୍ତି ଜନତା। ବର୍ତମାନ ସାଧାରଣ ନିର୍ବାଚନ ମାତ୍ର ୫ ମାସ ବାକି ରହିଛି । ତେବେ ଏହି ୫ ମାସ ମଧ୍ୟରେ କିଛି ବି ହୋଇପାରେ। ତେବେ ଏଇଟା ହେଉଛି ସାଧାରଣ ନିର୍ବାଚନ ପୂର୍ବରୁ ସେମି ଫାଇନାଲ। ଏହି ସେମି ଫାଇନାଲରେ ସ୍ପଷ୍ଟ ଜଣାପଡୁଛି ପୁରା ବିଜେପି କୁ ହିଁ ସପୋର୍ଟ କରୁଛନ୍ତି ଜନତା। ଯଦି ଓଡ଼ିଶା କଥା ଦେଖିବା ଟ୍ରେଣ୍ଡକୁ ଦେଖି ବିଜେଡି ଶିବିରରେ ଛନକା ପସିଲାଣି। ବିଜେପି କିପରି ଜନାଦୃତ ଲାଭ କରୁଛି ତାହା ଦେଖି ଏବେ ବିଜେଡି ଛାତିରେ ପସିଲାଣି ଛନକା।
ଅଧିକ ଦେଖନ୍ତୁ :