Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

SBI ର ଅବଧି ବୃଦ୍ଧି ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

Smruti Parija
Browse all articles by Smruti Parija
·2 years ago·1 min read
SBI ର ଅବଧି ବୃଦ୍ଧି ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ଅର୍ଗସ ବ୍ୟୁରୋ:  ଇଲେକ୍ଟୋରାଲ୍ ବଣ୍ଡ୍‌ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ । କାଲି ସୁଦ୍ଧା ତଥ୍ୟ ଦେବାକୁ ଏସ୍‌ବିଆଇକୁ ନିଦ୍ଦେର୍ଶ ଦେଲେ କୋର୍ଟ । ଏସ୍‌ବିଆଇର ଅବଧି ବୃଦ୍ଧି ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । 

2018ରୁ ଏ ପର୍ଯ୍ୟନ୍ତ ସମସ୍ତ ବଣ୍ଡର ହିସାବ election commision of india ଙ୍କ ପାଖରେ ତିନି ସପ୍ତାହ ମଧ୍ୟରେ ଦାଖଲ କରିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । 
2017 ରୁ ଏହି ଯୋଜନା ଆରମ୍ଭ ହୋଇଥିଲା । କିନ୍ତୁ 2018 ରେ କାର୍ଯ୍ୟକାରୀ ହୋଇଥିଲା । ଏହି ବଣ୍ଡ୍ ମାଧ୍ୟମରେ ବ୍ୟକ୍ତି ରାଜନୈତିକ ଦଳକୁ ସହଯୋଗ କରିଥିଲେ । କିନ୍ତୁ ଏହାର କୌଣସି ପ୍ରକାର ପରିଚୟ ଜଣା ପଡୁନଥିଲା କିଏ ଅର୍ଥ ଦେଇଛି । କେତେ ଦେଉଛି ।  ନାମ ଓ ଠିକଣା କିଛି ବି ଜଣା ପଡୁନଥିଲା । ଯାହାକି RTI act 19,(1)କ ର ନିୟମ ଉଲଘଂନ କରୁଛି ।

ବଣ୍ଡ୍ ର ହିସାବ ତିନି ସପ୍ତାହ ମଧ୍ୟରେ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ElectoralBonds -Supreme Court directs Election Commission to compile the information and publish the details on its official website no later than 5 pm on March 15 | Argus News