Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଛତିଶଗଡ଼ରେ ଏନକାଉଣ୍ଟର: ୨୯ ନକ୍ସଲ ନିହତ

Ritu Das
Browse all articles by Ritu Das
·2 years ago
ଛତିଶଗଡ଼ରେ ଏନକାଉଣ୍ଟର: ୨୯  ନକ୍ସଲ ନିହତ

ଅର୍ଗସ ବ୍ୟୁରୋ: ଛତିଶଗଡ଼ରେ ବଡ ଧରଣର ଏନକାଉଣ୍ଟର। ଟଳିଲେ ୨୯ ଜଣ ହାର୍ଡକୋର ମାଓବାଦୀ। ଛତିଶଗଡ଼ କାଁକେର ଜିଲ୍ଲାରେ ଏନକାଉଣ୍ଟର ହୋଇଥିବା ସୂଚନା। କାଁକେର ଜିଲ୍ଲାର ଛୋଟେବେଠିଆ ଥାନା ଅଞ୍ଚଳରେ ଏନକାଉଣ୍ଟର ହୋଇଛି। 

ବିଏସଏଫ ଓ ଡିଆରଜି ଯବାନଙ୍କ ମିଳିତ କୁମ୍ବିଙ୍ଗ ଅପରେଶନରେ ବଡ ଧରଣର ଗୁଳିବିନିମୟ। ଏନକାଉଣ୍ଟରରେ bsf ର ଜଣେ ଇନ୍ସପେକ୍ଟର ଆହତ ହୋଇଥିବା ବେଳେ ଜଣେ drg ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳକୁ ଅଧିକ ସଂଖ୍ୟକ ଯବାନଙ୍କୁ ପଠାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଗୁଳିବିନିମୟ ଚାଲିଥିବା ସୂଚନା ମିଳିଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Encounter in | Argus News