Videos
|
National

କୋଲକାତା ଲାଲବାଗନ ଦୁର୍ଗାପୂଜା ପେଣ୍ଡାଲରେ,ପରିବେଶ ବାର୍ତ୍ତା

Sangram Tripathy
Browse all articles by Sangram Tripathy
·1 year ago
କୋଲକାତା ଲାଲବାଗନ ଦୁର୍ଗାପୂଜା ପେଣ୍ଡାଲରେ,ପରିବେଶ ବାର୍ତ୍ତା

ଅର୍ଗସ ବ୍ୟୁରୋ:ଆସିଛନ୍ତି ମା ଗାଁ ଠୁ ସହର ସବୁଠି ଉତ୍ସାହ,ଆଲୋକମାଳରେ ଚମକୁଛି ପୂଜା ମଣ୍ଡପମାନ,କୋଲକାତା ଲାଲବାଗନ ଦୁର୍ଗାପୂଜା ପେଣ୍ଡାଲରେ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି,୮ ହଜାର ଗଛରେ ନିର୍ମାଣ ହୋଇଛି ଦେବୀ ଦୁର୍ଗାଙ୍କ ପ୍ରତିମା। ଗଛ କାଟିବା ଦ୍ବାରା ପରିବେଶ ଉପରେ ପଡୁଥିବା ପ୍ରଭାବର ବାର୍ତ୍ତା ଦେଉଛି ଏହି ପୂଜା ମଣ୍ଡପ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Environment message at Kolkata Lal Bagan Durga Puja Pendal | Argus News