Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

2024-25 ଆର୍ଥିକ ବର୍ଷରେ କ୍ଲେମ ସେଟେଲମେଣ୍ଟ ସଂଖ୍ୟା 5 କୋଟି ଅତିକ୍ରମ କରିଛି EPFO

Banajyotshna Ray
Browse all articles by Banajyotshna Ray
·1 year ago
2024-25 ଆର୍ଥିକ ବର୍ଷରେ କ୍ଲେମ ସେଟେଲମେଣ୍ଟ ସଂଖ୍ୟା 5 କୋଟି ଅତିକ୍ରମ କରିଛି EPFO

EPFO ନାଁରେ ନୂଆ ରେକର୍ଡ । 2024-25 ଆର୍ଥିକ ବର୍ଷରେ କ୍ଲେମ ସେଟେଲମେଣ୍ଟ ସଂଖ୍ୟା 5 କୋଟି ଅତିକ୍ରମ କରିଛି । କୌଣସି ଗୋଟିଏ ଆର୍ଥିକ ବର୍ଷରେ କ୍ଲେମ ସେଟେଲମେଣ୍ଟରେ ଏହା ସର୍ବକାଳୀନ ସର୍ବାଧିକ ରେକର୍ଡ ବୋଲି କହିଛନ୍ତି କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରୀ ମନସୁଖ ମାଣ୍ଡଭୀୟ । ତ୍ବରିତ ସେବା ଯୋଗାଇବା ଉଦ୍ଦେଶ୍ୟରେ ଆପ୍ ବ୍ୟବହାରକାରୀଙ୍କୁ ନାମ ଓ ଠିକଣା ସଂଶୋଧନ ସେବା ଯୋଗାଇ ଦେଉଛି EPFO । ତୃତୀୟ ପାଳି ମୋଦି ସରକାରରେ ନିଯୁକ୍ତି ବୃଦ୍ଧି ସହ କ୍ଲେମ ସେଟେଲମେଣ୍ଟ ପୂର୍ବାପେକ୍ଷା ସରଳ ହୋଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
EPFO achieves milestone of settling over 5 crore claims in FY 2024-25 update | Argus News