Videos
|
National

ଆସିଲା Exit Poll: ପୁଣି କେନ୍ଦ୍ରରେ ମୋଦିଙ୍କୁ ବହୁମତ

Ritu Das
Browse all articles by Ritu Das
·2 years ago
ଆସିଲା Exit Poll: ପୁଣି କେନ୍ଦ୍ରରେ ମୋଦିଙ୍କୁ ବହୁମତ

ଅର୍ଗସ ବ୍ୟୁରୋ: ଅଷ୍ଟମ ପର୍ଯ୍ୟାୟ ବ୍ୟାପୀ ମତଦାନ ଶେଷ ହେବାପରେ ବିଭିନ୍ନ ଏଜେନ୍ସି ଏବଂ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ବୁଲ ବାହୁଡ଼ା ମତ ବା EXIT POLL ପ୍ରକାଶ ପାଇଛି। 

ବିଭିନ୍ନ ସଂସ୍ଥାର ପୂର୍ବାନୁମାନ ଅନୁଯାୟୀ ବିଜେପି ନେତୃତ୍ବରେ ଏନଡିଏ କେନ୍ଦ୍ରରେ ପୁଣିଥରେ ସରକାର ଗଠନ କରୁଛି ବୋଲି କୁହାଯାଇଛି। 

ଅଧିକ ପଢ଼ନ୍ତୁ ନିର୍ବାଚନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Exit Poll came | Argus News