Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ହାଇକୋର୍ଟରୁ ମିଳିଲାନି ଆଶ୍ବସ୍ତି, ସରକାରୀ ବାସଭବନ ଖାଲି କଲେ ମହୁଆ ମୈତ୍ର

Manini Pattanayak
Browse all articles by Manini Pattanayak
·2 years ago
ହାଇକୋର୍ଟରୁ ମିଳିଲାନି ଆଶ୍ବସ୍ତି, ସରକାରୀ ବାସଭବନ ଖାଲି କଲେ ମହୁଆ ମୈତ୍ର

ନୂଆଦିଲ୍ଲୀ: ହାଇକୋର୍ଟରୁ ମିଳିଲାନି ଆଶ୍ବସ୍ତି । ଶେଷରେ ସରକାରୀ ବାସଭବନ ଖାଲି କଲେ ଟିଏମସି ନେତ୍ରୀ ମହୁଆ ମୈତ୍ର । ଘର ଛାଡ଼ିବାକୁ ସରକାର ତୃତୀୟ ଥର ନୋଟିଏ ଜାରି କରିବା  ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମହୁଆ ।

ତେବେ ଉଚ୍ଚ ନ୍ୟାୟାଳୟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ । କୋର୍ଟରୁ ଆଶ୍ବସ୍ତି ନ ମିଳିବାରୁ ବାଧ୍ୟ ହୋଇ ଘର ଛାଡ଼ିଛନ୍ତି ମହୁଆ ମୈତ୍ର । ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ମହୁଆଙ୍କୁ ସାଂସଦ ପଦରୁ ବହିଷ୍କୃତ କରାଯାଇଥିଲା । ପରେ ସରକାରୀ ବଙ୍ଗଳା ଛାଡ଼ିବାକୁ ନୋଟିସ ଜାରି କରିଥିଲେ ସରକାର ।

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored