Delhi Blast / ଲାଲକିଲ୍ଲା ନିକଟରେ ବିସ୍ଫୋରଣ; ଜଳିଗଲା ୩ଟି କାର୍, ଏକାଧିକ ଗୁରୁତର
·8 months ago·2 min read

Key Points
ଦିଲ୍ଲୀରେ ଲାଲକିଲ୍ଲା ପାଖରେ ବଡ଼ ବିସ୍ଫୋରଣ
ଲାଲକିଲ୍ଲା ପାଖରେ କାରରେ ବଡ଼ ବିସ୍ଫୋରଣ
ବିସ୍ଫୋରଣ ପରେ କାରରେ ଲାଗିଲା ଭୟଙ୍କର ନିଆଁ
ଲାଲକିଲ୍ଲା ପାଖରେ କାରରେ ବଡ଼ ବିସ୍ଫୋରଣ
ବିସ୍ଫୋରଣ ପରେ କାରରେ ଲାଗିଲା ଭୟଙ୍କର ନିଆଁ
ଦିଲ୍ଲୀରେ ଲାଲକିଲ୍ଲା ପାଖରେ ବଡ଼ ବିସ୍ଫୋରଣ । ଲାଲକିଲ୍ଲା ପାଖରେ ଥିବା ଏକ କାରରେ ବଡ଼ ବିସ୍ଫୋରଣ ଘଟିଛି । ପ୍ରାରମ୍ଭିକ ସୂଚନାନୁଯାୟୀ ବିସ୍ଫୋରଣ ପରେ କାରରେ ଲାଗିଲା ଭୟଙ୍କର ନିଆଁ । ବିସ୍ଫୋରଣରେ ପ୍ରାୟ ୩ ଜଣ ଆହତ ହୋଇଛନ୍ତି ।
ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ଗେଟ୍ ନଂ-୧ ନିକଟରେ ବିସ୍ଫୋରଣ ଘଟିଛି ।ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଖେଳିଗଲା ହଇଚଇ । ବିସ୍ଫୋରଣ ପରେ ହୁତୁ ହୁତୁ ହୋଇ ଜଳିଲା କାର୍ । ଆଖପାଖରେ ଥିବା ବହୁ କାରର କାଚ ଭାଙ୍ଗିଗଲା । ବିସ୍ଫୋରଣ ବେଳେ ଲାଲକିଲ୍ଲା ପାଖରେ ଥିଲା ପ୍ରବଳ ଭିଡ଼ । ପ୍ରଥମିକ ସୂଚନାରୁ ଜଣାପଡ଼ିଛି କି ଜଣଙ୍କର ମୃତ୍ୟ ଘଟିଛି ।
ଲାଲକିଲ୍ଲା ନିକଟରେ ବିସ୍ଫୋରଣ ପରେ, ସମଗ୍ର ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକ ମଧ୍ୟ ଘଟଣାର ତଦନ୍ତ ପାଇଁ ପହଞ୍ଚିଛନ୍ତି ।
A call was received regarding an explosion in a car near Gate No. 1 of the Red Fort Metro Station, after which three to four vehicles also caught fire and sustained damage: Delhi Fire Department.
— ANI (@ANI) November 10, 2025
ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ଗେଟ୍ ନଂ-୧ ନିକଟରେ ବିସ୍ଫୋରଣ ଘଟିଛି ।ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଖେଳିଗଲା ହଇଚଇ । ବିସ୍ଫୋରଣ ପରେ ହୁତୁ ହୁତୁ ହୋଇ ଜଳିଲା କାର୍ । ଆଖପାଖରେ ଥିବା ବହୁ କାରର କାଚ ଭାଙ୍ଗିଗଲା । ବିସ୍ଫୋରଣ ବେଳେ ଲାଲକିଲ୍ଲା ପାଖରେ ଥିଲା ପ୍ରବଳ ଭିଡ଼ । ପ୍ରଥମିକ ସୂଚନାରୁ ଜଣାପଡ଼ିଛି କି ଜଣଙ୍କର ମୃତ୍ୟ ଘଟିଛି ।
#WATCH | A call was received regarding an explosion in a car near Gate No. 1 of the Red Fort Metro Station, after which three to four vehicles also caught fire and sustained damage. A total of 7 fire tenders have reached the spot. A team from the Delhi Police Special Cell has… pic.twitter.com/F7jbepnb4F
— ANI (@ANI) November 10, 2025
ଲାଲକିଲ୍ଲା ନିକଟରେ ବିସ୍ଫୋରଣ ପରେ, ସମଗ୍ର ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକ ମଧ୍ୟ ଘଟଣାର ତଦନ୍ତ ପାଇଁ ପହଞ୍ଚିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories